ETV Bharat / sports

SAI ବେଙ୍ଗାଲୁରୁରେ ମହିଳା ହକି କ୍ୟାମ୍ପ୍‌, ୮ ଓଡିଆ ଖେଳାଳି ସାମିଲ - ହକି ମହିଳା କ୍ୟାମ୍ପ୍‌ରେ ଓଡିଆ ଖେଳାଳି

ସିନିୟର ମହିଳା ନ୍ୟାସନାଲ ହକି କ୍ୟାମ୍ପ୍‌ ସୋମବାର ଠାରୁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍‌ରେ ଆରମ୍ଭ ହୋଇଛି । ଏଥିପାଇଁ ହକି ଇଣ୍ଡିଆ ୬୦ ଜଣ ଖେଳାଳିଙ୍କୁ ନାମ ଘୋଷଣା କରିଛି । ଅଧିକ ପଢନ୍ତୁ

60 players for senior Women National Camp named by Hockey India including 8 players from odisha
ମହିଳା ହକି କ୍ୟାମ୍ପ୍‌ରେ ୮ ଓଡିଆ ଖେଳାଳି
author img

By

Published : Dec 27, 2021, 10:33 PM IST

ନୂଆଦିଲ୍ଲୀ: ସିନିୟର ମହିଳା ନ୍ୟାସନାଲ ହକି କ୍ୟାମ୍ପ୍‌ ସୋମବାର ଠାରୁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍‌ରେ ଆରମ୍ଭ ହୋଇଛି । ଏଥିପାଇଁ ହକି ଇଣ୍ଡିଆ ୬୦ ଜଣ ଖେଳାଳିଙ୍କୁ ନାମ ଘୋଷଣା କରିଛି । ଘୋଷିତ ଖେଳାଳିଙ୍କ ମଧ୍ୟରେ ୮ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌, ଜୀବନ କିଶୋର ଟପ୍ପୋ, ରଶ୍ମିତା ମିଞ୍ଚ, ଦିପ୍ରୀ ଲାକ୍ରା, ମାରିଆନ କୁଜୁର, ଆଜମିନା କୁଜୁର ।

  • Hockey India names 60 players for the Senior Women’s National Camp which commences from 27th December at the Sports Authority of India, Bengaluru.🏑

    Check out the whole squad here 👉 https://t.co/awM1llr1Nk#IndiaKaGame

    — Hockey India (@TheHockeyIndia) December 27, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଉଦଯାପିତ

ସଦ୍ୟ ସମାପ୍ତ ଏକାଦଶତମ ସିନିୟର ମହିଳା ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧, ପ୍ରଥମ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତଃବିଭାଗ (inter-department) ନ୍ୟାସନାଲ ଚାମ୍ପିଅନସିପ ୨୦୨୧ ଓ ଅନ୍ୟ ହକି ଇଣ୍ଡିଆ ଘରୋଇ ଇଭେଣ୍ଟରେ ପ୍ରଦର୍ଶନ ଆଧାରରେ ଏହି ଖେଳାଳିଙ୍କ ଚୟନ ହୋଇଛି ।

ଘୋଷିତ ୬୦ ଜଣିଆ ଖେଳାଳି ତାଲିକାରେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ସିନିୟର ମହିଳା ଖେଳାଳିଙ୍କୁ ସ୍ଥାନ ମିଳଛି । ଏଥିସହିତ ଜୁନିୟର ମହିଳା ଟିମର ଖେଳାଳିକୁ ମଧ୍ୟ ସ୍ଥାନ ମିଳିଛି । ମହିଳା ଏସିଆ କପ୍‌ ୨୦୨୨ ଓ ଅନ୍ୟ ମେଗା ଟୁର୍ନାମେଣ୍ଟ ପାଇଁ SAI ବେଙ୍ଗାଲୁରୁ କ୍ୟାମ୍ପ୍‌ରେ ପ୍ରସ୍ତୁତି କରିବ ମହିଳା ହକି ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.