ETV Bharat / sports

କୋରୋନା ଭାଇରସ: ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ ସ୍ଥଗିତ କଲା UEFA

ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ବିଶ୍ବ କ୍ରୀଡା ଜଗତ । ୟୁରୋପିଅନ ଫୁଟବଲ ଆସୋସିଏସନ (UEFA) ସମସ୍ତ ପ୍ରକାର ଅନ୍ତର୍ଜାତୀୟ ମ୍ୟାଚକୁ ସ୍ଥଗିତ ରଖିଛି ।

author img

By

Published : Apr 2, 2020, 8:54 PM IST

UEFA postpones all international matches
କୋରୋନା ଭାଇରସ: ସମସ୍ତ ଅନ୍ତର୍ଜାତୀୟ ମ୍ୟାତ ସ୍ଥଗିତ କଲା UEFA

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ବିଶ୍ବ କ୍ରୀଡା ଜଗତ । ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟ COVID-19 ସଂକ୍ରମଣ ଭୟ ଯୋଗୁଁ ବାତିଲ କିମ୍ବା ସ୍ଥଗିତ କରାଯାଇଛି ।

ସଦ୍ୟସୂଚନା ଅନୁଯାୟୀ, ୟୁରୋପିଅନ ଫୁଟବଲ ଆସୋସିଏସନ (UEFA) ସମସ୍ତ ପ୍ରକାର ଅନ୍ତର୍ଜାତୀୟ ମ୍ୟାଚକୁ ସ୍ଥଗିତ ରଖିଛି । ପୂର୍ବରୁ ମହିଳା ୟୁରୋ 2020 ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଥିବାବେଳେ, ଜୁନରେ ହେବାକୁ ଥିବା ପୁରୁଷ ନ୍ୟାସନାଲ ମ୍ୟାଚକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.