ETV Bharat / sports

ଲିଓନେଲ ମେସିଙ୍କ ସହ ସମକକ୍ଷ ହେଲେ ସୁନୀଲ ଛେତ୍ରୀ - ଲିଓନେଲ ମେସି

ନେପାଳକୁ ୩-୦ରେ ହରାଇ ସାଉଥ ଏସିଆନ ଫୁଟବଲ ଫେଡେରେସନ(SAFF) ଚମ୍ପିଆନସିପ ଅଷ୍ଟମ ଟାଇଟେଲ ହାତେଇଲା ଫୁଟବଲ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

Sunil Chhetri Equals Lionel Messi Feat As Blue Tigers Win 8th SAFF Championship  Title
ଲିଓନେଲ ମେସିଙ୍କ ସହ ସମକକ୍ଷ ହେଲେ ସୁନୀଲ ଛେତ୍ରୀ
author img

By

Published : Oct 16, 2021, 10:58 PM IST

ହାଇଦ୍ରାବାଦ: ଇତିହାସ ରଚିଲେ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ । ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ବିରଳ ମାଇଲଷ୍ଟୋନ ହାସଲ କରିଛନ୍ତି ଛେତ୍ରୀ । ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଅନ୍ତର୍ଜାତୀୟ ଗୋଲସ୍କୋରର ସମକକ୍ଷ ହୋଇଛନ୍ତି ଛେତ୍ରୀ । ନିଜ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ମେସି ୮୦ଟି ଗୋଲ୍‌ କରିଥିବାବେଳେ ଶନିବାର ସମାନ ସଂଖ୍ୟକ ଗୋଲ୍‌ କରିଛନ୍ତି ଭାରତୀୟ କ୍ୟାପଟେନ ସୁନୀଲ ଛେତ୍ରୀ ।

ନେପାଳ ବିପକ୍ଷ ୨୦୨୧ ସାଉଥ ଏସିଆନ ଫୁଟବଲ ଫେଡେରେସନ(SAFF) ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି ଛେତ୍ରୀ । ଜବରଦସ୍ତ ପ୍ରଦର୍ଶନ ସହ ଫୁଟବଲ ଟିମ ଇଣ୍ଡିଆ ୩-୦ରେ ବିଜୟୀ ହୋଇଛି । ଏଥିସହ ସାଉଥ ଏସିଆର ନୂଆ ବସ୍‌ ହୋଇଛି ବ୍ଲୁ ଟାଇଗର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.