ETV Bharat / sports

ଅର୍ଜୁନ ପୁରସ୍କାର ବିଜେତା ଫୁଟବଲର ଝିଙ୍ଗନ, ଅନ୍ତିମ ଲକ୍ଷ୍ୟ ବିଶ୍ବକପ ଯୋଗ୍ୟତା ହାସଲ

author img

By

Published : Aug 29, 2020, 10:21 PM IST

Updated : Aug 29, 2020, 10:28 PM IST

ଫୁଟବଲର ସନ୍ଦେଶ କହିଛନ୍ତି, ଆମ ଟିମର ଅନ୍ତିମ ଲକ୍ଷ୍ୟ ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିବା । ସେଥିପାଇଁ ଆମକୁ ନିୟମିତ ଭାବେ ଏଏଫସି ଏସିଆ କପ ଖେଳିବାକୁ ହେବ, ଶୀର୍ଷ 100 ମଧ୍ୟରେ 50ରେ ପହଞ୍ଚିବାକୁ ପଡିବ । ଅଧିକ ପଢନ୍ତୁ...

sandesh jhingan
sandesh jhingan

ହାଇଦ୍ରାବାଦ: ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଭାରତର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗନ । ସେ ଏହି ପୁରସ୍କାର ପାଇ ବେଶ ଖୁସି ସହ ଗର୍ବିତ ଅଛନ୍ତି ।

ଫୁଟବଲର ସନ୍ଦେଶ କହିଛନ୍ତି, ଆମ ଟିମର ଅନ୍ତିମ ଲକ୍ଷ୍ୟ ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିବା । ସେଥିପାଇଁ ଆମକୁ ନିୟମିତ ଭାବେ ଏଏଫସି ଏସିଆ କପ ଖେଳିବାକୁ ହେବ, ଶୀର୍ଷ 100 ମଧ୍ୟରେ 50ରେ ପହଞ୍ଚିବାକୁ ପଡିବ । ଘରୋଇ ଓ ବିଦେଶ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଜିତିବାକୁ ପଡିବ ।

  • A big thank you to all the people who work relentlessly behind the scenes.

    Without you all Sandesh Jhingan won’t be what he is today.

    IT’S YOUR AWARD
    Thank you ❤️🇮🇳

    — Sandesh Jhingan (@SandeshJhingan) August 29, 2020 " class="align-text-top noRightClick twitterSection" data=" ">

ଆହୁରି ମଧ୍ୟ ସେ କହିଛନ୍ତି, ଶାରୀରିକ ଓ ମାନସିକ ସନ୍ତୁଳନ ରଖିବାକୁ ପଡିବ । ଜଣେ ଖେଳାଳି ଭାବେ ବିଜୟର ସ୍ବପ୍ନ ସର୍ବଦା ଦେଖିବା ଜରୁରୀ । ପଞ୍ଜାବର ଏହି 27ବର୍ଷୀୟ ଫୁଟବଲରଙ୍କ ମତରେ ଏହି ମହାମାରୀ ସମୟରେ ଜାତୀୟ କ୍ରୀଡା ପୁରସ୍କାର ସମାରୋହର ଭର୍ଚୁଆଲ ଆୟୋଜନ ଉଚିତ ଥିଲା । ଏଥିସହ ଏହି ପୁରସ୍କାରକୁ ଦାୟିତ୍ବ ଭାବେ ନେଇଥିବା କହିଛନ୍ତି ।

Last Updated : Aug 29, 2020, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.