ETV Bharat / sports

କୋରୋନା ଭାଇରସ: ଅଭ୍ୟାସ ଆରମ୍ଭ କରିବ ଇଟାଲି ଫୁଟବଲ କ୍ଳବ ରୋମା - ଇଟାଲିରେ ସରକାରଙ୍କ ଲକାଡାଉନର ଅବଧି ଶେଷ

ମହାମାରୀ କୋରୋନା ଭାଇରସ ସତ୍ତ୍ବେ ଅଭ୍ୟାସକୁ ଫେରିବ ଇଟାଲିଆନ ଫୁଟବଲ କ୍ଳବ ରୋମା । ମେ 18ରୁ ଏହି ଅଭ୍ୟାସ ଶିବିର ଆରମ୍ଭ କରିବ କ୍ଳବ ।

Roma joins Serie A clubs returning to training
କୋରୋନା ଭାଇରସ: ଇଟାଲି ଫୁଟବଳଲ କ୍ଳବ ରୋମା
author img

By

Published : May 3, 2020, 4:04 PM IST

ରୋମ: ମହାମାରୀ କୋରୋନା ଭାଇରସ ସତ୍ତ୍ବେ ଅଭ୍ୟାସକୁ ଫେରିବ ଇଟାଲିଆନ ଫୁଟବଲ କ୍ଳବ ରୋମା । ମେ 18ରୁ ଏହି ଅଭ୍ୟାସ ଶିବିର ଆରମ୍ଭ କରିବାନେଇ କ୍ଳବ ପକ୍ଷରୁ ସୂଚନା ମିଳିଛି । ଇଟାଲିରେ ସରକାରଙ୍କ ପକ୍ଷରୁ ଲକଡାଉନର ଅବଧି ଶେଷ ହେଉଛି । ପୂର୍ବରୁ ସିରିଆ କ୍ଳବ ମଧ୍ୟ ଅଭ୍ୟାସକୁ ଫେରିବା ନେଇ ଘୋଷଣା କରିଥିଲା ।

2019-21 ସିଜିନକୁ କ୍ଳବ ପକ୍ଷରୁ କୋରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ ଘୋଷଣା କରାଯାଇଥିଲା । ବିଶ୍ବବ୍ୟାପୀ ମହାମାରୀ ଭାଇରସ କାରଣରୁ ପ୍ରାୟ 2,44,500 ଲୋକେ ପ୍ରାଣ ହରାଇସାରିଲେଣି । ବିଶ୍ବ କ୍ରୀଡାଜଗତ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏମିତିକି ଅଲମ୍ପିକ୍ସ ଗେମ୍ସ ମଧ୍ୟ 2021କୁ ଘୁଞ୍ଚାଇ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.