ETV Bharat / sports

ସଙ୍ଗରୋଧରେ ରିୟଲ ମ୍ୟାଡ୍ରିଡର କୋଚ ଜିନୋଦିନ ଜିଦାନ

ସ୍ପେନିସ ମିଡିଆ ରିପୋର୍ଟ ଅନୁସାରେ, କୋଚ ଗତ ଗୁରୁବାର ଦିନ ନିଜ ଟିମ ସହ ଟ୍ରେନିଂକୁ ଆସି ନଥିଲେ ଓ ଏଥିସହ ନିଜର ଆଣ୍ଟିଜେନ ଓ ପିସିଆର ଟେଷ୍ଟ ମଧ୍ୟ କରାଇଛନ୍ତି ।

author img

By

Published : Jan 8, 2021, 6:37 PM IST

ସଙ୍ଗରୋଧ ହେଲେ ରିୟଲ ମ୍ୟାଡ୍ରିଡର କୋଚ ଜିନୋଦିନ ଜିଦାନ, ଜାଣନ୍ତୁ କାରଣ

ମ୍ୟାଡ୍ରିଡ: ସ୍ପେନର ଫୁଟବଲ କ୍ଲବ ରିୟଲ ମ୍ୟାଡ୍ରିଡର କୋଚ ଜିନୋଦିନ ଜିଦାନ ନିଜକୁ କଲେ ଆଇସୋଲେଟ । କୋଭିଡ-19 ପଜିଟିଭିଙ୍କ ସଂସ୍ପର୍ଶରେ ଆସିଥିବାରୁ ନିଜକୁ ସଙ୍ଗରୋଧ କରିଛନ୍ତି ।

ସ୍ପେନିସ ମିଡିଆ ରିପୋର୍ଟ ଅନୁସାରେ, କୋଚ ଗତ ଗୁରୁବାର ଦିନ ନିଜ ଟିମ ସହ ଟ୍ରେନିଂକୁ ଆସି ନଥିଲେ ଓ ଏଥିସହ ନିଜର ଆଣ୍ଟିଜେନ ଓ ପିସିଆର ଟେଷ୍ଟ ମଧ୍ୟ କରାଇଛନ୍ତି ।

ଏକ ସମାଚର ଏଜେନ୍ସିର ରିପୋର୍ଟ ଅନୁସାରେ, ସ୍ପେନିସ ଲିଗ ଲା ଲିଗାର ପ୍ରୋଟେକଲ୍ସ ମୁତାବକ ଜିଦାନଙ୍କ ପିସିଆର ଟେଷ୍ଟ ନେଗେଟିଭ ଆସିବା ଜରୁରୀ ଓ ଏଥିସହ ପୁଣି 3ଦିନ ପରେ ଆଉଥରେ ଟେଷ୍ଟ କରାଯିବ ଓ ସେହି ରିପୋର୍ଟ ମଧ୍ୟ ନେଗେଟିଭ ଆସିବା ଜରୁରୀ । ଏହାପରେ ହିଁ ସେ ଲିଗରେ ସକ୍ରିୟ ହୋଇ ପାରିବେ ।

ତେବେ ଆଗାମୀ ଶନିବାର ଓସାସୁନା ବିପକ୍ଷ ମ୍ୟାଚରେ ଜିଦାନ ଅଂଶଗ୍ରହଣ କରି ପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.