ETV Bharat / sports

2022 FIFA ବିଶ୍ବକପ: କାତାରରେ କୋରୋନା ଯୋଦ୍ଧାଙ୍କୁ ଷ୍ଟାଡିୟମ ଉତ୍ସର୍ଗ - Qatar FIFA World Cup stadium

2022 FIFA ବିଶ୍ବକପ ପାଇଁ କାତାରରେ ନିର୍ମାଣ ଶେଷ ହୋଇଥିବା ଏକ ଷ୍ଟାଡିୟମକୁ କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

Qatar unveils new 2022 FIFA World Cup stadium dedicated to Covid-19 frontline workers
2022 FIFA ବିଶ୍ବକପ: କ୍ବାତାରରେ କୋରୋନା ଯୋଦ୍ଧାଙ୍କୁ ଷ୍ଟାଡିୟମ ଉତ୍ସର୍ଗ
author img

By

Published : Jun 16, 2020, 6:42 PM IST

କାତାର: 2022 FIFA ବିଶ୍ବକପର ଆୟୋଜକ ରହିଛି କାତାର । ତେବେ ଏହି ମେଗା ଇଭେଣ୍ଟ ନିର୍ମାଣ ହେଉଥିବା 3ୟ ଷ୍ଟାଡିୟମ ସଂପୂର୍ଣ୍ଣ ହୋଇଛି । 40,000 ଦର୍ଶକ କ୍ଷମତା ଥିବା ଏଜୁକେସନ ସିଟି ଷ୍ଟାଡିୟମର ଲୋକାର୍ପଣ ହୋଇଛି ।

ତେବେ ଏହି ନବନିର୍ମିତ ଷ୍ଟାଡିୟମକୁ ମହାମାରୀ କୋରୋନା ଭାଇରସ ବିରୋଧରେ ଜାରି ଥିବା ଲଢେଇରେ ପ୍ରାଥମିକ ଭାବେ (ସ୍ବାସ୍ଥ୍ୟକର୍ମଚାରୀ ଓ ଡାକ୍ତର)ଲଢୁଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ଉତ୍ସର୍ଗ କରାଯାଇଛି ।

2022 FIFA ବିଶ୍ବକପ ପାଇଁ 3ୟ ଷ୍ଟାଡିୟମ ଭାବେ ଏହା ପ୍ରସ୍ତୁତ ହୋଇଥିବା ବେଳେ, ଆଉ 5ଟି ଷ୍ଟାଡିୟମ ନିର୍ମାଣଧୀନ ରହିଛି । ପୂର୍ବରୁ ଶେଷ ହୋଇଥିବା ଏଏଲ ରେୟନ ଷ୍ଟାଡିୟମରେ ଦର୍ଶକ କ୍ଷମତା 40000 ଓ ଏଲ-ବେୟଟ ଷ୍ଟାଡିୟମରେ 60000 ଦର୍ଶକ କ୍ଷମତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.