ETV Bharat / sports

ପ୍ରିମିୟର ଲିଗ: ବଡ ବିପର୍ଯ୍ୟୟ, ସାଉଥାମ୍ପଷ୍ଟନ ଠାରୁ ହାରିଲା ମାଞ୍ଚେଷ୍ଟର ସିଟି

author img

By

Published : Jul 6, 2020, 10:29 AM IST

ଚଳିତ ପ୍ରିମିୟର ଲିଗରେ ରବିବାର ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ମାଞ୍ଚେଷ୍ଟର ସିଟିକୁ ଅବିଶ୍ବନୀୟ ଭାବେ 1-0 ଗୋଲରେ ପରାସ୍ତ କରିଛି ସାଉଥାମ୍ପଷ୍ଟନ ।

Premier League: Southampton stun Manchester City 1-0
ପ୍ରିମିୟର ଲିଗ: ବଡ ବିପର୍ଯ୍ୟୟ, ସାଉଥାମ୍ପଷ୍ଟନ ଠାରୁ ହାରିଲା ମାଞ୍ଚେଷ୍ଟର ସିଟି

ନୂଆଦିଲ୍ଲୀ: ଚଳିତ ପ୍ରିମିୟର ଲିଗରେ ରବିବାର ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ମାଞ୍ଚେଷ୍ଟର ସିଟିକୁ ଅବିଶ୍ବନୀୟ ଭାବେ 1-0 ଗୋଲରେ ପରାସ୍ତ କରିଛି ସାଉଥାମ୍ପଷ୍ଟନ ।

Premier League: Southampton stun Manchester City 1-0
ମାଞ୍ଚେଷ୍ଟର ସିଟିକୁ 1-0 ଗୋଲରେ ହରାଇଲା ସାଉଥାମ୍ପଷ୍ଟନ

ମ୍ୟାଚର 16ତମ ମିନିଟରେ କ୍ଳବ ପକ୍ଷରୁ ଏକମାତ୍ର ବିଜୟୀ ଗୋଲ କରିଥିଲେ ଚେ ଆଡାମସ । ଏହାପରେ ଏକାଧିକବାର ମାଞ୍ଚେଷ୍ଟର ପକ୍ଷରୁ ଗୋଲ ପାଇଁ ଜୋରଦାର ପ୍ରୟାସ କରାଯାଇଥିଲା । ତେବେ ସାଉଥାମ୍ପଷ୍ଟନ ଗୋଲକିପର ଆଲେକ୍ସ ମାକାର୍ଥି ଜବରଦସ୍ତ ପ୍ରଦର୍ଶନ ସହ ସମସ୍ତ ପ୍ରୟାସକୁ ବିଫଳ କରିଥିଲେ ।

ଏହି ମ୍ୟାଚର ଫଳାଫଳ ପରେ ପ୍ରିମିୟର ଲିଗ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ସିଟି ପ୍ରଥମରେ ଥିବା ଲିଭରପୁଲ ଠାରୁ 23ପଏଣ୍ଟ ପଛରେ ରହିଛି । ଏଥିସହିତ ଆଉ 5ଟି ମ୍ୟାଚ ବାକି ରହିଛି । ଅନ୍ୟପଟେ ସାଉଥାମ୍ପଷ୍ଟନ ତାଲିକାର 13ତମ ସ୍ଥାନକୁ ଉନ୍ନିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.