ETV Bharat / sports

ପ୍ରିମିୟର ଲିଗ: ଷଷ୍ଠ ପର୍ଯ୍ୟାୟରେ 1195 ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ

author img

By

Published : Jun 7, 2020, 3:29 PM IST

ଷଷ୍ଠ ପର୍ଯ୍ୟାୟରେ ଟେଷ୍ଟ କରାଯାଇଥିବା 1195 ପ୍ରିମିୟର ଲିଗ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ରହିଛି ।

Premier League: 1195 players and staff tested for COVID-19 in 6th round, none positive
ପ୍ରିମିୟର ଲିଗ: ଷଷ୍ଠ ପର୍ଯ୍ୟାୟରେ 1195 ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ

ଲଣ୍ଡନ: ପ୍ରିମିୟର ଲିଗ ପାଇଁ ଆଶ୍ବସ୍ଥିର ଖବର । ଷଷ୍ଠ ପର୍ଯ୍ୟାୟ 1195 ସଦସ୍ୟଙ୍କ କୋଭିଡ-19 ଟେଷ୍ଟ ପାଇଁ ନମୁନା ପଠାଯାଇଥିଲା । ସେଥିମଧ୍ୟରୁ ସମସ୍ତଙ୍କର ରିପୋର୍ଟ ନେଗେଟିଭ ରହିଛି । ଏନେଇ ଇଂଲିସ ଫୁଟବଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ପୂର୍ବରୁ ଟେଷ୍ଟ ହୋଇଥିବା 5ଟି ପର୍ଯ୍ୟାୟରେ ମୋଟ 5,079 ସଦସ୍ୟଙ୍କ ମଧ୍ୟରୁ 13ଜଣଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।

ମହାମାରୀ କୋରାନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଇଂଲିସ ଫୁଟବଲ ଲିଗ ପ୍ରିମିୟର ଲିଗ ସ୍ଥଗିତ ରହିଛି । ତେବେ ଚଳିତ ମାସ 17ରୁ ଖାଲି ଷ୍ଟାଡିୟମରେ ଆରମ୍ଭ ନେଇ ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.