ETV Bharat / sports

AIFF ମାଷ୍ଟର ପ୍ରୋଗ୍ରାମର ଶୁଭାରମ୍ଭ କଲେ ସଭାପତି ପ୍ରଫୁଲ ପଟେଲ

author img

By

Published : Jul 10, 2020, 6:50 PM IST

ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ମାଷ୍ଟର ପ୍ରୋଗ୍ରାମର ଶୁଭାରମ୍ଭ ହୋଇଛି । ଏହି ପ୍ରୋଗ୍ରାମର ଭର୍ଚୁଆଲ ସେସନର ପ୍ରଥମ ବ୍ୟାଚ ଶିକ୍ଷାକୁ AIFF ସଭାପତି ପ୍ରଫୁଲ୍ଲ ପଟେଲ ଶୁଭାରମ୍ଭ କରିଛନ୍ତି ।

Praful Patel Kicks-off virtual session of AIFF Masters Programme
AIFF ମାଷ୍ଟର ପ୍ରୋଗ୍ରାମର ଶୁଭାରମ୍ଭ କଲେ ସଭାପତି ପ୍ରଫୁଲ ପଟେଲ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ମାଷ୍ଟର ପ୍ରୋଗ୍ରାମର ଶୁଭାରମ୍ଭ ହୋଇଛି । ଏହି ପ୍ରୋଗ୍ରାମର ଭର୍ଚୁଆଲ ସେସନର ପ୍ରଥମ ବ୍ୟାଚ ଶିକ୍ଷାକୁ AIFF ସଭାପତି ପ୍ରଫୁଲ୍ଲ ପଟେଲ ଶୁଭାରମ୍ଭ କରିଛନ୍ତି ।

ଏହି ଅନଲାଇନ ଉଦ୍ଘାଟନୀ ଉତ୍ସବରେ ସିନିୟର ଉପ-ସଭାପତି ସୁବ୍ରତ ଦତ୍ତ, AIFF ସାଧାରଣ ସମ୍ପାଦକ କୁଶଲ ଦାସ ଉପସ୍ଥି ଥିଲେ । ଏହି ପ୍ରୋଗ୍ରାମ ଦେଶର ସମସ୍ତ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ମଧ୍ୟରେ ପ୍ରଥମ ଓ ଏକମାତ୍ର ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କୋର୍ସ ।

ଦେଶରେ ଫୁଟବଲର ଉନ୍ନତି ପାଇଁ ଏହି ପ୍ରୋଗ୍ରାମରେ ପରକଳ୍ପନା କରାଯାଇଛି । ଗୋଟିଏ ବର୍ଷରେ ନୂଆଦିଲ୍ଲୀ, ମୁମ୍ବାଇ ଓ ସ୍ପେନର କାଡିଜରେ ଆଗ୍ରଗୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣର ସୁଯୋଗ ପାଇବେ । ଭାରତରେ ଓ ବିଦେଶରେ ଫୁଟବଲର ସମସ୍ତ ଦିଗ ନେଇ ଏହି ପ୍ରୋଗ୍ରାମରେ ପ୍ରଶିକ୍ଷଣ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.