ETV Bharat / sports

ଭାରତୀୟ ଫୁଟବଲର ଉନ୍ନତି ନେଇ ଏମିତି କହିଲେ ଭୁତିଆ

author img

By

Published : Aug 23, 2020, 9:38 PM IST

ଭେଟେରାନ ଷ୍ଟ୍ରାଇକର ବାଇଚୁଙ୍ଗ ଭୁତିଆ ଭାରତୀୟ ସିନିୟର ଜାତୀୟ ଫୁଟବଲ ଟିମରେ 1995ରେ ଡେବ୍ୟୁ କରିଥିଲେ ।

More matches, exposure have helped India's improvement: Bhutia
ଭାରତୀୟ ଫୁଟବଲର ଉନ୍ନତି ନେଇ ଏମିତି କହିଲେ ଭୁତିଆ

ନୂଆଦିଲ୍ଲୀ: କିମ୍ବଦନ୍ତୀ ଷ୍ଟ୍ରାଇକର ବାଇଚୁଙ୍ଗ ଭୁତିଆ ଭାରତୀୟ ଫୁଟବଲ ଉନ୍ନତି ନେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି । ଅଧିକ ସଂଖ୍ୟକ ମ୍ୟାଚ, ପ୍ରତିଭାକୁ ପରକ୍ଷିବାକୁ ସୁଯୋଗ ସୃଷ୍ଟି କରିବ । ଫଳରେ ଭାରତୀୟ ଫୁଟବଲର ଉନ୍ନତିରେ ଏହା ସହାୟକ ବୋଲି ସେ କହିଛନ୍ତି ।

ପ୍ରଥମ ଭାରତୀୟ ଭାବେ 100ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭୁତିଆ । 2011 ପରଠରୁ ଭାରତୀୟ ଫୁଟବଲରେ ପରିବର୍ତ୍ତନ ହେଉଥିବା ସେ କହିଛନ୍ତି ।

ସହଯୋଗ, ଫୁଟବଲ ପାଇଁ ପରିବେଶ, ପ୍ରତିଯୋଗିତାର ସ୍ତର ଖେଳାଳି ଓ କୋଚିଂ ଷ୍ଟାଫଙ୍କୁ ଅଧିକ ଦକ୍ଷ କରିବ ବୋଲି ଭୁତିଆ କହିଛନ୍ତି ।

ଭେଟେରାନ ଷ୍ଟ୍ରାଇକର ବାଇଚୁଙ୍ଗ ଭୁତିଆ ଭାରତୀୟ ସିନିୟର ଜାତୀୟ ଫୁଟବଲ ଟିମରେ 1995ରେ ଡେବ୍ୟୁ କରିଥିଲେ । 2014ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ସୁପର ଲିଗ(ISL)ର 6ଟି ସଂସ୍କରଣ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ବିଶେଷ ଭାବେ ଜାତୀୟ ଟିମ ପାଇଁ ସହାୟକ ହେବ ବୋଲି ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.