ETV Bharat / sports

ISL: ଓଡିଶା ଏଫସି-କେରଳ ବ୍ଳାଷ୍ଟର୍ସ ମ୍ୟାଚ ଡ୍ର

author img

By

Published : Feb 12, 2021, 6:19 AM IST

କେରଳ ବ୍ଳାଷ୍ଟର୍ସ ମ୍ୟାଚରେ ମଧ୍ୟ ଡ୍ର ରେ ସନ୍ତୁଷ୍ଟ ହୋଇଛି ଓଡିଶା । ଅଧିକ ପଢନ୍ତୁ...

Kerala Blasters held to 2-2 draw by Odisha
ISL: ଓଡିଶା ଏଫସି-କେରଳ ବ୍ଳାଷ୍ଟର୍ସ ମ୍ୟାଚ ଡ୍ର

ମାରଗାଓ: ଚଳିତ ଇଣ୍ଡିଆନ ସୁପର ଲିଗରେ ଶେଷ ହେଉନି ଓଡିଶାର ବିଜୟ ସନ୍ଧାନ । ଗୁରୁବାର ଖେଳାଯାଇଥିବା କେରଳ ବ୍ଳାଷ୍ଟର୍ସ ମ୍ୟାଚରେ ମଧ୍ୟ ଡ୍ର ରେ ସନ୍ତୁଷ୍ଟ ହୋଇଛି ଓଡିଶା । ଫାଟୋରଦା ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସଏଲର ଏହି ମ୍ୟାଚ 2-2ରେ ଶେଷ ହୋଇଛି । ଏହା କେରଳ ବ୍ଳାଷ୍ଟର୍ସର କ୍ରମାଗତ ତୃତୀୟ ଡ୍ର । ଏଥିସହ କ୍ଳବର ପ୍ଲେ ଅଫ୍‌ ଆଶା ମଧ୍ୟ ଉଜ୍ଜିବୀତ ରହିଛି ।

ଓଡିଶା ପକ୍ଷରୁ ଡିଏଗୋ ମାଉରିସିଓ ମ୍ୟାଚର 45ତମ ମିନିଟରେ ଓ 74ତମ ମିନିଟରେ ଗୋଲ କରିଥିଲେ । ଅନ୍ୟପଟେ କେରଳ ପକ୍ଷରୁ 52ତମ ମିନିଟରେ ଜୋର୍ଡାନ ମୁରେ ଓ 68 ତମ ମିନିଟରେ ଗ୍ୟାରୀ ହୁପର ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.