ETV Bharat / sports

ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ କାଳିଆପାଣିର ବାଜିମାତ୍‌

author img

By

Published : Sep 8, 2019, 4:07 AM IST

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି ମିନି ଷ୍ଟାଡିୟମରେ 3ଦିନ ଧରି ଚାଲିଥିବା ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ କାଳିଆପାଣି ଟିମ ଚମ୍ପିଆନ୍‌ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସୌରୀକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି ମିନି ଷ୍ଟାଡିୟମରେ 3ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଫାଇନାଲ ମ୍ୟାଚରେ କାଳିଆପାଣି ଟିମ ଚିଙ୍ଗୁଡ଼ି ପାଳ ଟିମକୁ ଟାଇ ବ୍ରେକର ଜରିଆରେ ୩-୧ଗୋଲରେ ପରାସ୍ତ କରି ଚମ୍ପିଆନ୍‌ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ କାଳିଆପାଣି ଟିମକୁ ଚମ୍ପିଆନ୍‌ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରାଯାଇଛି । ତେବେ ଗତ ୪ତାରିଖରେ ଆରମ୍ଭ ହୋଇଥିବା ଏହି 3ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ବ୍ଳକର ୮ଟି ପଞ୍ଚାୟତର ଖେଳାଳି ମାନେ ଯୋଗଦେଇଥିଲେ।

ଏହି ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପିତ ମ୍ୟାଚରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି ମିନି ଷ୍ଟାଡିୟମରେ ସୌରୀକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମାଞ୍ଚଳ ତିନିଦିନିଆ ଫୁଟୁବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ। ଫାଇଲ ମ୍ୟାଚରେ କାଳିଆପାଣି ଟିମ ଚିଙ୍ଗୁଡ଼ି ପାଳ ଟିମକୁ ଟ୍ରାଇ ବ୍ରେକର ୩-୧ଗୋଳରେ ହରାଇ ଚମ୍ପିୟାନ ହୋଇଛି। ତେବେ ଏହି ଗ୍ରାମାଞ୍ଚଳ ଫୁଟୁବଲ ଟୁର୍ଣ୍ଣମେଣ୍ଟର ଉଦଯାପିତ ଉତ୍ସବ ରେ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସୁକିନ୍ଦା ବ୍ଳକ ଅଧକ୍ଷା ପଦ୍ମବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ , ଓଡିଶା ଖଣି ନିଗମ କ୍ରୋନ ଜୋନ୍ ଉପପ୍ରବନ୍ଧକ ମନୋଜ କୁମାର ପତି ,ସୁକିନ୍ଦା ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି କାଳିଆପାଣି ଟିମକୁ ଚମ୍ପିୟାନ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ। ତେବେ ଗତ ୪ତାରିଖରେ ଆରମ୍ଭ ହୋଇଥିବା ଏହି 3ଦିନିକିଆ ଫୁଟୁବଲ ଟୁର୍ଣ୍ଣମେଣ୍ଟର ସୁକିନ୍ଦା ବ୍ଳକର ୮ଟି ପଂଚାୟତର ଖେଳାଳି ମନେ ଯୋଗଦେଇଥିଲେ।

Body:script

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.