ETV Bharat / sports

ISL: ହାଇଦ୍ରାବାଦ ଏଫସିର ଅପରାଜେୟ ଯାତ୍ରା ଜାରି

author img

By

Published : Dec 11, 2020, 10:59 PM IST

ଚଳିତ ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ହାଇଦ୍ରାବାଦ ଏଫସିର ଅପରାଜେୟ ଯାତ୍ରା ଜାରି । ଅଧିକ ପଢନ୍ତୁ...

ISL 7: Hyderabad FC maintain unbeaten streak, play out 1-1 draw against ATK Mohun Bagan
ISL: ହାଇଦ୍ରାବାଦ ଏଫସିର ଅପରାଜେୟ ଯାତ୍ରା ଜାରି

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ହାଇଦ୍ରାବାଦ ଏଫସିର ଅପରାଜେୟ ଯାତ୍ରା ଜାରି । ଶୁକ୍ରବାର ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଏଟିକେ ମୋହୁନ ବଗାନ ବିପକ୍ଷ ମ୍ୟାଚ 1-1ରେ ରେ ଡ୍ର ରହିଛି ।

ମନଭିର ସିଂ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ଏଟିକେମୋହୁନକୁ ଡ୍ରାଇଭର ସିଟରେ ରଖିଥିଲେ । ମ୍ୟାଚର ସପ୍ତମ ମିନିଟରେ ଗୋଲ ହୋଇଥିଲା । ତେବେ ଏହାର କିଛି ମିନିଟ ପରେ ହାଇଦ୍ରାବାଦ ପକ୍ଷରୁ ପାଲଟା ଆକ୍ରମଣ ସହ ଗୋଲ ହୋଇଥିଲା ।

ମ୍ୟାଚର ଶେଷ ପର୍ଯ୍ୟନ୍ତ ଦୁଇ ଦଳ ବିଜୟ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ସହ କଡା ମୁକାବିଲା ଲାଗି ରହିଥିଲା । ଏ ଶେଷରେ ହାଇଦ୍ରାବାଦ ଅପରାଜେୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.