ପାଣାଜି: ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କଲା ବେଙ୍ଗାଲୁରୁ ଏଫ୍ସି । ଗତକାଲି ଚେନ୍ନାଇୟନ ଏଫ୍ସିକୁ 1-0ଗୋଲ୍ରେ ମାତ୍ ଦେଇ ସପ୍ତମ ସଂସ୍କରଣର ପ୍ରଥମ ବିଜୟ ହାସଲ କରିଛି ବେଙ୍ଗାଲୁରୁ । ତେବେ ଏହି ବିଜୟର ଶ୍ରେୟ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଯାଉଛି । କାରଣ ଛେତ୍ରୀ ମ୍ୟାଚର 56ମିନିଟ୍ରେ ପେନାଲ୍ଟିର ଲାଭ ଉଠାଇ ବିପକ୍ଷ ଗୋଲପୋଷ୍ଟରେ ଗୋଲ୍ କରିଥିଲେ ।
-
YES, YES, YES! The final whistle is heard at the GMC Stadium where the Blues have taken three points with the skipper's second-half spot-kick proving to be the difference.
— Bengaluru FC (@bengalurufc) December 4, 2020 " class="align-text-top noRightClick twitterSection" data="
Come on, BFC! #CFCBFC #WeAreBFC #BackOnOurFeet pic.twitter.com/SN30Mjwf7L
">YES, YES, YES! The final whistle is heard at the GMC Stadium where the Blues have taken three points with the skipper's second-half spot-kick proving to be the difference.
— Bengaluru FC (@bengalurufc) December 4, 2020
Come on, BFC! #CFCBFC #WeAreBFC #BackOnOurFeet pic.twitter.com/SN30Mjwf7LYES, YES, YES! The final whistle is heard at the GMC Stadium where the Blues have taken three points with the skipper's second-half spot-kick proving to be the difference.
— Bengaluru FC (@bengalurufc) December 4, 2020
Come on, BFC! #CFCBFC #WeAreBFC #BackOnOurFeet pic.twitter.com/SN30Mjwf7L
ବେଙ୍ଗାଲୁରୁ ଏଫ୍ସି ଏଯାଏଁ ଚଳିତ ସିଜନରେ 3ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ ଦଳ 2ଟି ଡ୍ର ଖେଳିଥିବାବେଳେ ଗୋଟିଏରେ ବିଜୟ ହାସଲ କରିଛି । ଏହି ବିଜୟ ପରେ 5ଅଙ୍କ ସହ ପଏଣ୍ଟ ଟେବୁଲର 5ମ ସ୍ଥାନରେ ଦଳ ରହିଛି । ସେହିପରି ଚେନ୍ନାଇୟନ ଏଫ୍ସି 3ଟି ମ୍ୟାଚ ଏଯାଏଁ ଖେଳିଛି । ସେଥିରୁ ଗୋଟିଏରେ ବିଜୟ ଓ ଡ୍ର ଖେଳିଛି ।