ETV Bharat / sports

ISL-7: ଡବଲହେଡର ମୁକାବିଲାରେ ବେଙ୍ଗାଲୁରୁ ବନାମ ଗୋଆ ଓ ଚେନ୍ନାଇ ବନାମ କେରଳ

author img

By

Published : Feb 21, 2021, 1:44 PM IST

ଆଜି ଆଇଏସଏଲ-7ରେ ଖେଳାଯିବ ଡବଲହେଡର ମ୍ୟାଚ । ସନ୍ଧ୍ୟା 5ଟାରେ ପ୍ରଥମ ମ୍ୟାଚ ଓ 2ୟ ମୁକାବିଲା ସନ୍ଧ୍ୟା 7ଟା30ରେ ଖେଳାଯିବ ।

ଆଜି ଆଇଏସଏଲ-7ରେ ଖେଳାଯିବ ଡବଲହେଡର ମ୍ୟାଚ ।ସନ୍ଧ୍ୟା 5ଟାରେ ପ୍ରଥମ ମ୍ୟାଚ ଓ 2ୟ ମୁକାବିଲା ସନ୍ଧ୍ୟା 7ଟା30ରେ ଖେଳାଯିବ ।

ପାଣାଜୀ: ଆଜି ଆଇଏସଏଲ-7ରେ ଖେଳାଯିବ ଡବଲହେଡର ମ୍ୟାଚ । ସନ୍ଧ୍ୟା 5ଟାରେ ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ଓ ଏଫ୍‌ସି ଗୋଆ ମୁହାଁମୁହିଁ ହେବେ ।

ବେଙ୍ଗାଲୁରୁ ଦଳ ପଏଣ୍ଟ ଟେବୁଲର 7ମ ସ୍ଥାନରେ ଥିବାବେଳେ ଏଫ୍‌ସି ଗୋଆ 4ର୍ଥ ସ୍ଥାନରେ ରହିଛି । ବେଙ୍ଗାଲୁରୁ ବର୍ତ୍ତମାନ ସୁଦ୍ଧା 18ଟି ମ୍ୟାଚରୁ 5ଟିରେ ବିଜୟ ହାସଲ କରିଛି । ସେହିପରି ଗୋଆ 18ଟି ମ୍ୟାଚରୁ 6ଟିରେ ବିଜୟ ହାସଲ କରିଛି ।

ଅନ୍ୟପଟେ ଆଜି 2ୟ ମୁକାବିଲା ସନ୍ଧ୍ୟା 7ଟା30ରେ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯିବ । ଏହି ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କେରଳ । ଚେନ୍ନାଇୟନ ଏଫ୍‌ସି ପଏଣ୍ଟ ଟେବୁଲର 19ପଏଣ୍ଟ ସହ 9ମ ସ୍ଥାନରେ ରହିଥିବାବେଳେ କେରଳ ବ୍ଲାଷ୍ଟର୍ଷ 16 ପଏଣ୍ଟ ସହ 10ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.