ETV Bharat / sports

ISL-7: ଆଜି ବେଙ୍ଗାଲୁରୁ-ମୁମ୍ବାଇ ଫାଇଟ୍‌

author img

By

Published : Feb 15, 2021, 1:20 PM IST

ଆଇଏସଏଲ୍‌ର ଚଳିତ ସିଜନରେ 95ତମ ମ୍ୟାଚ ଆଜି ଖେଳାଯିବ । ଜିଏମ୍‌ସି ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁ-ମୁମ୍ବାଇ ସିଟି ମୁହାଁମୁହିଁ ହେବେ ।

ISL-7: ଆଜି ବେଙ୍ଗାଲୁରୁ-ମୁମ୍ବାଇ ଫାଇଟ୍‌
ISL-7: ଆଜି ବେଙ୍ଗାଲୁରୁ-ମୁମ୍ବାଇ ଫାଇଟ୍‌

ପାଣାଜୀ: ଆଇଏସଏଲ୍‌ର ଚଳିତ ସିଜନରେ 95 ତମ ମ୍ୟାଚ ଆଜି ଖେଳାଯିବ । ଜିଏମ୍‌ସି ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁ-ମୁମ୍ବାଇ ସିଟି ମୁହାଁମୁହିଁ ହେବେ । ପ୍ଲେଅଫ୍‌ରେ ମୁମ୍ବାଇ ସିଟି ପ୍ରଥମ ଟିମ୍‌ ଭାବେ ପ୍ରବେଶ କରି ସାରିଛି ।

ମୁମ୍ବାଇ ବର୍ତ୍ତମାନ 16ଟି ମ୍ୟାଚ ଖେଳି 10ଟିରେ ବିଜୟ ହାସଲ କରିଛି । ପଏଣ୍ଟ ଟେବୁଲରେ 34ପଏଣ୍ଟ ସହ 2ୟ ସ୍ଥାନରେ ରହିଛି ।

ଏପଟେ ବେଙ୍ଗାଲୁରୁ ଏଫ୍‌ସି 17ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି ଓ 19 ପଏଣ୍ଟ ସହ ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି ।

ତେବେ ବେଙ୍ଗାଲୁରୁ ଏଫ୍‌ସିର କୋଚ୍‌ ମୁସା କହିଛନ୍ତି ଯେ, ପରିଣାମ ସମସ୍ତଙ୍କ ପକ୍ଷରେ ଯାଉଛି । ମ୍ୟାଚରେ ଧ୍ୟାନ କେନ୍ଦ୍ରିତ କରିବା ଆମ ପାଇଁ ମହତ୍ତ୍ବପୂର୍ଣ୍ଣ । ଆମର ଡିଫେନ୍ସ ପାଇଁ ଚିନ୍ତିତ । ତାହା ଉପରେ କାମ କରୁଛି । ଆମ ପାଖରେ 3ଟି ମ୍ୟାଚ ଅଛି । ଆମକୁ ସକରାତ୍ମକ ରହିବାକୁ ହେବ ଓ ଭଲ ଫୁଟବଲ ଖେଳି 3ପଏଣ୍ଟ ହାତେଇବାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.