ETV Bharat / sports

2022 ଫିଫା ବିଶ୍ବକପ: ଷ୍ଟାଡିୟମରେ ହାଉସଫୁଲ ଆଶା - FIFA president on fans

2022 ଫିଫା ବିଶ୍ବକପରେ ଷ୍ଟାଡିୟମରେ ପୂର୍ଣ୍ଣ ଦର୍ଶକ କ୍ଷମତା ଅନୁମତି ମିଳିବ । ଅଧିକ ପଢନ୍ତୁ...

Infantino confident 'we will have full stadiums at Qatar 2022 as COVID will be defeated'
2022 ଫିଫା ବିଶ୍ବକପ: ଷ୍ଟାଡିୟମରେ ଦର୍ଶକ ହାଉସଫୁଲ ଆଶା
author img

By

Published : Feb 2, 2021, 10:28 PM IST

ଜୋନେବା: ନଭେମ୍ବର 22ରେ କତାରରେ ହେବାକୁ ଥିବା ଫୁଟବଲ ବିଶ୍ବକପ ନେଇ ଫିଫା ଅଧ୍ୟକ୍ଷ ଜିୟାନି ଇନଫେଣ୍ଟିନୋଙ୍କ ବଡ ବୟାନ । ବିଶ୍ବକପ ମ୍ୟାଚ ସମୟରେ ଷ୍ଟାଡିୟମରେ ହାଉସଫୁଲ ହେବାକୁ ଅନୁମତି ମିଳିବ ବୋଲି କହିଛନ୍ତି ଫିଫା ଅଧ୍ୟକ୍ଷ ।

ଆସନ୍ତାବର୍ଷ ଖେଳାଯିବାକୁ ଥିବା ବିଶ୍ବକପରେ 2022ରେ 21 ନଭେମ୍ବରରୁ 18 ଡିସେମ୍ବର ପର୍ଯ୍ୟନ୍ତ ଷ୍ଟାଡିୟମରେ ପୂର୍ଣ୍ଣ ଦର୍ଶକ କ୍ଷମତା ଅନୁମତି ମିଳିବ । ସେପର୍ଯ୍ୟନ୍ତ କୋଭିଡ ହାରିସାରିଥିବ କିମ୍ବା କୋଭିଡ ସହ ବଞ୍ଚିବା ଶିଖିସାରିଥିବା କହିଛନ୍ତି ଜିୟାନି ।

2022 ଫିଫା ବିଶ୍ବକପ: ଷ୍ଟାଡିୟମରେ ଦର୍ଶକ ହାଉସଫୁଲ ଆଶା

ଫିଫା ଆସନ୍ତା ବର୍ଷ ଜାନୁଆରୀରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ସୂଚୀ ଜାରି କରିସାରିଛି । ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବା କାରଣରୁ 3,000 ଫୁଟବଲ ଖେଳାଳି ଅଂଶଗ୍ରହଣ କରିବେ । ଏସିଆରେ, 40 ଜାତୀୟ ଟିମ ନଭେମ୍ବର 2019ରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ ।

ଆସନ୍ତା ବର୍ଷ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ମୋଟ 135 ଟିମ ରହିଛନ୍ତି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.