ETV Bharat / sports

ISL-6: ମୁଖ୍ୟକୋଚଙ୍କୁ ବହିଷ୍କାର କଲା ହାଇଦ୍ରାବାଦ ଏଫସି - ଫିଲ ବ୍ରାଉନି

ହାଇଦ୍ରାବାଦ ଏଫସି ମୁଖ୍ୟକୋଚ ଫିଲ ବ୍ରାଉନିଙ୍କୁ ବହିଷ୍କାର କରିଛି । ତେବେ ବ୍ରାଉନିଙ୍କ ସ୍ଥାନ କିଏ ନେବ ତାହା ଘୋଷଣା କରିନି ହାଇଦ୍ରାବାଦ । ଅଧିକ ପଢନ୍ତୁ...

phil brown
phil brown
author img

By

Published : Jan 11, 2020, 11:21 PM IST

ହାଇଦ୍ରାବାଦ: ଆଇଏସଏଲର 6ଷ୍ଠ ସଂସ୍କରଣର ପ୍ଲେଏଫ ଦୌଡରୁ ବାହାରିଯାଇଛି ହାଇଦ୍ରାବାଦ ଏଫ୍‌ସି । ତେବେ ଏହି ଟିମର ମୁଖ୍ୟକୋଚ ଫିଲ ବ୍ରାଉନିଙ୍କୁ ହାଇଦ୍ରାବାଦ ଏଫସି ବରଖାସ୍ତ କରିଛି ।

phil brown
ଫଟୋ ସୌଜନ୍ୟ: ସୋସିଆଲମିଡିଆ@HydFCOfficial

ଚଳିତବର୍ଷ ଟିମର ଖରାପ ପ୍ରଦର୍ଶନ ଫଳରେ 5ଅଙ୍କ ସହ ହାଇଦ୍ରାବାଦ ଏଫ୍‌ସି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।

ତେବେ ହାଇଦ୍ରାବାଦ ଟିମର ସହ ମାଲିକ ବରୁଣ ତ୍ରିପୁରାନେନୀ କହିଛନ୍ତି ଯେ, ଫିଲ ବ୍ରାଉନିଙ୍କ ଯୋଗଦାନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି । ସିଜନର ଆରମ୍ଭରେ ଆମ ଦଳ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା । ଫିଲ ଶ୍ରେଷ୍ଠ ଉପାୟରେ ତାହାର ସମାଧାନ କରିଥିଲେ । ଆମେ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକମନା ଜଣାଉଛି ।

ବ୍ରାଉନ 2018ରେ ଏଫସି ପୁନେ ସିଟି ସହ ଯୋଡି ହୋଇଥିଲେ । ସେ 2019 ଫେବୃଆରୀରେ ପୁଣେ ଟିମର କାର୍ଯ୍ୟଭାର ସମ୍ଭାଳିଥିଲେ । ଏଫ୍‌ସି ପୁଣେ ସିଟି ଚଳିତବର୍ଷ ହାଇଦ୍ରାବାଦ ଏଫ୍‌ସି ନାଁରେ ପଦାର୍ପଣ କରିଛି । ତେବେ ବ୍ରାଉନିଙ୍କ ସ୍ଥାନ କିଏ ନେବ ତାହା ଘୋଷଣା କରିନି ହାଇଦ୍ରାବାଦ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.