ETV Bharat / sports

ମାଲେସିଆକୁ 2-0 ଗୋଲରେ ହରାଇଲା ଭାରତୀୟ ଦୃଷ୍ଟିହୀନ ଫୁଟବଲ ଟିମ

author img

By

Published : Oct 7, 2019, 5:57 PM IST

ଥାଇଲାଣ୍ଡରେ ଖେଳାଯାଇଥିବା ଏସିଆନ ଦୃଷ୍ଟିହୀନ ଫୁଟବଲ ଚମ୍ପିଆନସିପରେ ମାଲେସିଆକୁ 2-0 ଗୋଲରେ ହରାଇ ବିଜୟୀ ହୋଇଛି ଭାରତ ।

ଫଟୋ ସୌଜନ୍ୟ: twitter@IBSAB1Football

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଖେଳାଯାଇଥିବା ଏସିଆନ ଦୃଷ୍ଟିହୀନ ଫୁଟବଲ ଚମ୍ପିଆନସିପରେ ବିଜୟୀ ହୋଇଛି ଭାରତ । ମାଲେସିଆକୁ 2-0 ଗୋଲରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି ।

Indian blind football
ଫଟୋ ସୌଜନ୍ୟ: twitter@IBSAB1Football

ମାଲେସିଆ ବିପକ୍ଷରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଉତ୍ତରାଖଣ୍ଡର ଶିବମ ନେଗି 2ଟି ଗୋଲ କରିଥିଲେ । ଶେଷ ପର୍ଯ୍ୟନ୍ତ ମାଲେସିଆ ଗୋଲ ଶୂନ୍ୟ ରହିଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 5ମ ସ୍ଥାନରେ ରହିଛି । ଚାଇନା, ଥାଇଲାଣ୍ଡ, କୋରିଆ ଯଥାକ୍ରମେ ପ୍ରଥମ 3ଟି ସ୍ଥାନରେ ରହିଛନ୍ତି ।

ଭାରତୀୟ ଟିମରେ ଶିବମ ନେଗି ସୁବେନ୍ଦ୍ର ସିଂହ(ଉତ୍ତରାଖଣ୍ଡ), ପ୍ରକାଶ ଚୌଧୁରୀ(ଦିଲ୍ଲୀ), ଏଣ୍ଟନି ସେମୁଏଲ(କୋଲକାତା), କ୍ଳିଙ୍ଗସନ ମାରାକ ଗୈବ୍ରିଏଲ ନାନଗ୍ରୁମ(ମେଘାଳୟ), ଗୋଲକିପର-ସୁଜୀତ ପିଏସ ଓ ଅନୁଗ୍ରହ ଟିଏସ(କେରଳ) ସାମିଲ ଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.