ETV Bharat / sports

ISL-6: ଗୋଆରେ ଆଇଏସଏଲର ଫାଇନାଲ ମୁକାବିଲା

ଗୋଆରେ ଆଇଏସଏଲର ଫାଇନାଲ ଫାଇଟ୍ । ଫୁଟବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡର ସଂସ୍ଥାପକ ଅଧ୍ୟକ୍ଷା ନୀତା ଅମ୍ବାନୀ ଏହାର ସୂଚନା ଦେଇଛନ୍ତି ।

indian super league
indian super league
author img

By

Published : Feb 23, 2020, 11:32 PM IST

ମୁମ୍ବାଇ: ଗୋଆରେ ହେବ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର ଫାଇନାଲ ଫାଇଟ୍‌ । 14ମାର୍ଚ୍ଚରେ ଗୋଆ ସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ସଂନ୍ଧ୍ୟା 7ଟା30ରେ ଫାଇନାଲ ମୁକାବିଲା ଖେଳାଯିବ । ତେବେ ଏହାର ସୂଚନା ଫୁଟବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡର ସଂସ୍ଥାପକ ଅଧ୍ୟକ୍ଷା ନୀତା ଅମ୍ବାନୀ ରବିବାର ଦିନ ଏହାର ସୂଚନା ଦେଇଛନ୍ତି ।

indian super league
ଫଟୋ ସୌଜନ୍ୟ:@IndSuperLeague

ନୀତା ଅମ୍ବାନୀ କହିଛନ୍ତି ଯେ,ଗୋଆ ଆଇଏସଏଲ ଫାଇନାଲର ଆୟୋଜନ କରିବାର ହକ୍‌ଦାର । ଏହି କଥାକୁ କେହି ନାଁ କରିବେ ନାହିଁ । ସମସ୍ତଙ୍କୁ ଜଣା ଗୋଆ ଫୁଟବଲ୍‌କୁ ଭଲ ପାଏ ଓ ଗୋଆ ବାସିନ୍ଦାଙ୍କ ପାଇଁ ଫୁଟବଲର ମହତ୍ବପୂର୍ଣ୍ଣ ମୁକାବିଲା ତାଙ୍କ ସହରକୁ ଆଣିବାକୁ ଚାହିଁଛୁ ।

ସୂଚନାଥାଉକି ଗୋଆ 18ଟି ମ୍ୟାଚରୁ 12ଟି ମ୍ୟାଚରେ ବିଜୟ ହାସଲ କରି 39ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି ।

ସୂଚନାଥାଉକି 2015ରେ ଆଇଏସଏଲର ଫାଇନାଲର ଆୟୋଜନ କରିଥିଲା ଗୋଆ । ଫାଇନାଲରେ ଚେନ୍ନାୟନ ଏଫସି ଘରୋଇଦଳକୁ 3-2ରେ ମାତ୍ ଦେଇ ଟାଇଟଲ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.