ETV Bharat / sports

କୋରୋନା ଭାଇରସ: ଇଟାଲୀ ଫୁଟବଲ କ୍ଳବ ସାମ୍ପଦୋରିଆର 4 ଖେଳାଳି ପଜିଟିଭ - coronavirus

ଇଟାଲୀ ଫୁଟବଲ କ୍ଳବ ସାମ୍ପଦୋରିଆର 4ଖେଳାଳି କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କ୍ଳବ ପକ୍ଷରୁ ସୂଚନା ମିଳିଛି ।

Four Sampdoria players test positive for coronavirus
କୋରୋନା ଭାଇରସ: ଇଟାଲି ଫୁଟବଲ କ୍ଳବ ସାମ୍ପଦୋରିଆର 4ଖେଳାଳି ପଜିଟିଭ
author img

By

Published : May 8, 2020, 3:15 PM IST

ହାଇଦ୍ରାବାଦ: ଇଟାଲୀ ଫୁଟବଲ କ୍ଳବ ସାମ୍ପଦୋରିଆର 4ଖେଳାଳି କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କ୍ଳବ ପକ୍ଷରୁ ସୂଚନା ଦିଆଯାଇଛି । ତେବେ 4ଜଣଙ୍କ ମଧ୍ୟରୁ ଜଣେ ପୂର୍ବରୁ ସଂକ୍ରମଣର ଶିକାର ହୋଇ ସୁସ୍ଥ ହୋଇଥିଲେ ।

ପଜିଟିଭ 4 ଖେଳାଳିଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ତେବେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ପୂର୍ବରୁ ମାର୍ଚ୍ଚ ମାସରୁ ସିରିଜ ଏ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ଇଟାଲିରେ ସଂକ୍ରମଣର ପ୍ରଭାବ କମ ହୋଇନଥିବା ଯୋଗୁଁ ନିକଟ ଭବିଷ୍ୟତରେ ଆରମ୍ଭ ହେବାର ସମ୍ଭାବନା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.