ETV Bharat / sports

ଦିବଂଗତ ଖେଳାଳୀଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି - ବୌଦ୍ଧ

ସୁଜନ,ରାଜା ଓ ଜିତୁ ଏହି ତିନିଜଣ ଯୁବ ଫୁଟବଲ ଖେଳାଳୀଙ୍କ ସ୍ମୃତିରେ ତାଙ୍କ ସାଙ୍ଗ ମିଶି ଫ୍ରେଣ୍ଡସ ଫୁଟବଲ ମ୍ୟାଚର ଆୟୋଜନ କରିଛନ୍ତି।

ଫୁଟବଲ ଟୁର୍ଣ୍ଣାମେଣ୍ଟ
author img

By

Published : Nov 10, 2019, 9:32 PM IST

ବୌଦ୍ଧ: ତିନି ଦିବଂଗତ ଖେଳାଳୀଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ସାଥୀ ଖେଳାଳୀ । ବୌଦ୍ଧ ଜିଲ୍ଲାର ତିନିଜଣ ଯୁବ ଫୁଟବଲ ଖେଳାଳୀଙ୍କ ଅକାଳ ବିୟୋଗରେ ହତବାକ ହୋଇଥିଲେ ସେମାନେ । ସୁଜନ,ରାଜା ଓ ଜିତୁ ଏହି ତିନିଜଣ ଯୁବ ଫୁଟବଲ ଖେଳାଳୀଙ୍କ ସ୍ମୃତିରେ ତାଙ୍କ ସାଙ୍ଗ ମିଶି ଫ୍ରଣ୍ଡସ ଫୁଟବଲ ମ୍ୟାଚର ଆୟୋଜନ କରିଛନ୍ତି।

ଗତ ଦୁଇ ଦିନ ଧରି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ଭାଗ ନେଇଥିବା ବେଳେ ବୌଦ୍ଧ ଟିମ ଚାମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ପ୍ରଦୀପ କୁମାର ଅମାତ, କ୍ରୀଡା ସଙ୍ଗଠକ ଯୁଗଳ କିଶୋର ସାମଲ ଓ ବରିଷ୍ଠ ଫୁଟବଲ ଖେଳାଳୀ ଲମ୍ବୋଦର ପୁରୋହିତ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସ୍ବର୍ଗତ ତିନି ଯୁବ ଖେଳାଳୀଙ୍କୁ ଫୁଟବଲ ଖେଳ ମାଧ୍ୟମରେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

ସ୍ବର୍ଗତ ଖେଳାଳୀଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ତିନି ସ୍ବର୍ଗତ ଖେଳାଳୀଙ୍କୁ ଫୁଟବଲ ଟୁର୍ନାମେଣ୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ସାଙ୍ଗ ଖେଳାଳୀ ।
ବୌଦ୍ଧ ଜିଲ୍ଲାର ତିନିଜଣ ଯୁବ ଫୁଟବଲ ଖେଳାଳୀଙ୍କ ଅକାଳ ବିୟୋଗରେ ସମସ୍ତେ ହତବାକ ହୋଇଥିଲେ ।ସୁଜନ,ରାଜା ଓ ଜିତୁ ଏହି ତିନିଜଣ ଯୁବ ଫୁଟବଲ ଖେଳାଳୀଙ୍କ ସ୍ମୃତି ରେ ତାଙ୍କ ସାଙ୍ଗ ମିଶି ଫ୍ରଣ୍ଡସ ଫୁଟବଲ ମ୍ୟାଚର ଆୟୋଜନ କରିଥିଲେ ।୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଆଠଗୋଟି ଦଳ ଭାଗ ନେଇଥିବା ବେଳେ ବୌଦ୍ଧ ଟିମ ଚାମ୍ପିୟାନ ହୋଇଥିଲା ।ପୁରସ୍କାର ବିତରଣ ଉତ୍ସବ ରେ ବିଧାୟକ ପ୍ରଦୀପ କୁମାର ଅମାତ, କ୍ରୀଡା ସଂଗଠକ ଯୁଗଳ କିଶୋର ସାମଲ ଓ ବରିଷ୍ଠ ଫୁଟବଲ ଖେଳାଳୀ ଲମ୍ବୋଦର ପୁରୋହିତ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।ସ୍ବର୍ଗତ ତିନି ଯୁବ ଖେଳାଳୀ ଙ୍କୁ ଫୁଟବଲ ଖେଳ ମାଧ୍ୟମରେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିବାରୁ ସାଧାରଣ ରେ ପ୍ରଶଂସା କରାଯାଇଛି।

Body:ସ୍ବର୍ଗତ ଖେଳାଳୀଙ୍କୁ ଫୁଟବଲ ଟୁର୍ନାମେଣ୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ।

Conclusion:ବାଇଟ-୧-ବିଭୂତି ଭୂଷଣ ବେହେରା, ଆୟୋଜକ ସଦସ୍ୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.