ETV Bharat / sports

ଭୁବନେଶ୍ବରେ ଆଉ ଏକ ମେଗା ଇଭେଣ୍ଟ, ଖେଳାଯିବ U-17 ମହିଳା ଫିଫା ବିଶ୍ବକପ - FIFA U-17 Womens World Cup

ଆଗାମୀ 2021 17 ଫେବୃଆରୀରୁ 7 ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ 17 ବର୍ଷରୁ କମ ଫିଫା ମହିଳା ବିଶ୍ୱକପର ୮ଟି ମ୍ୟାଚ୍ । ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆଜି ଅପଡେଟ୍ କାର୍ଯ୍ୟସୂଚୀକୁ ଟ୍ବିଟ୍ କରିଛନ୍ତି ।

fifa-u-17-womens-world-cup-next-year-at-bhubaneswer
ଭୁବନେଶ୍ବରେ ଆଉ ଏକ ମେଗା ଇଭେଣ୍ଟ
author img

By

Published : Jun 23, 2020, 8:31 PM IST

ଭୁବନେଶ୍ବର: ରାଜଧାନୀ ପାଇଁ ଆଉ ଏକ ଖୁସ ଖବର । କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ । ଆଗାମୀ 2021 17 ଫେବୃଆରୀରୁ 7 ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ 17 ବର୍ଷରୁ କମ ଫିଫା ମହିଳା ବିଶ୍ୱକପର ୮ଟି ମ୍ୟାଚ୍ । ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଅପଡେଟ୍ କାର୍ଯ୍ୟସୂଚୀକୁ ଟ୍ବିଟ୍ କରିଛନ୍ତି ।

ତେବେ ଓଡିଶା ଫୁଟବଲ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର । କୋରୋନା ଭାଇରସ ପାଇଁ ଏହି ମେଗା ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଥିଲା । ଯାହାକି ଆଗାମୀ ବର୍ଷ ହେବାକୁ ଯାଉଛି ।

ତେବେ ଏହି ବିଶ୍ବକପର ଅନ୍ୟ ମ୍ୟାଚ ଗୌହାଟୀ, କୋଲକାତା, ଅହମ୍ମଦାବାଦ, ନାଭି ମୁମ୍ବାଇଠାରେ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.