ETV Bharat / sports

ଫିଫାର ନୂଆ ନିୟମ; ପ୍ରତି ମ୍ୟାଚରେ ରହିବେ 5 ବିକଳ୍ପ ଖେଳାଳି - FIFA proposes five substitutions per match

ଖେଳାଳିମାନଙ୍କୁ ଅତିରିକ୍ତ ଭାର ସମ୍ଭାଳିବାରେ ସାହାଯ୍ୟ କରିବା ପାଇଁ ପ୍ରତି ମ୍ୟାଚ୍ ପାଞ୍ଚ ଜଣ ବିକଳ୍ପ ଖେଳାଳି ରଖିବା ପାଇଁ ଫିଫା ପ୍ରସ୍ତାବ ଦେଇଛି | ସେହିପରି ନକ୍‌-ଆଉଟ ମ୍ୟାଚ ଗୁଡିକରେ 6 ଜଣ ବିକଳ୍ପ ଖେଳାଳି ରହି ପାରିବେ ।

fifa-proposes-five-substitutions-per-match-when-football-returns
ଫିଫାର ନୂଆ ନିୟମ; ପ୍ରତି ମ୍ୟାଚର 5ଜଣ ବିକଳ୍ପ ଖେଳାଳି ରହିବେ
author img

By

Published : Apr 27, 2020, 8:48 PM IST

ଲଣ୍ଡନ: କୋଭିଡ-19 ମହାମାରୀ ପରେ ଫୁଟବଲ ମ୍ୟାଚର ଚାହିଦାକୁ ନଜରରେ ରଖି ନୂଆ ନିୟମ ଆଣିବାକୁ ଯାଉଛି ପିଫା । ଖେଳାଳିମାନଙ୍କୁ ଅତିରିକ୍ତ ଭାର ସମ୍ଭାଳିବାରେ ସାହାଯ୍ୟ କରିବା ପାଇଁ ପ୍ରତି ମ୍ୟାଚ୍ ପାଞ୍ଚ ଜଣ ବିକଳ୍ପ ଖେଳାଳି ରଖିବା ପାଇଁ ଫିଫା ପ୍ରସ୍ତାବ ଦେଇଛି | ସେହିପରି ନକ୍‌-ଆଉଟ ମ୍ୟାଚ ଗୁଡିକରେ 6 ଜଣ ବିକଳ୍ପ ଖେଳାଳି ରହି ପାରିବେ ।

କୋଭିଡ-19 ମହାମାରୀ କାରଣରୁ ପ୍ରାୟ ଅଧିକାଂଶ ସ୍ଥାନରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇ ଥିବା ଏକ ରିପୋର୍ଟ ଅନୁସାରେ ଦଳ ଗୁଡିକ ପ୍ରଥମ ହାପରେ କେବଳ 3 ଜଣ ଖେଳାଳିଙ୍କୁ ବିକଳ୍ପ ରୂପେ ଚୟନ କରି ପାରିବେ । ପରବର୍ତ୍ତି ମୁହୁର୍ତ୍ତରେ ଅନ୍ୟ ଦୁଇ ଖେଳାଳିଙ୍କୁ ବ୍ୟବହାର କରାଯିବା । ତେବେ ଅନ୍ତର୍ଜାତୀୟ ଫୁଟବଲ୍ ଆସୋସିଏସନ୍ ବୋର୍ଡ (IFAB) ଫିଫାର ଏହି ଯୋଜନାକୁ ଅନୁମୋଦନ କରିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.