ETV Bharat / sports

ଇଂଲିସ ଫୁଟବଲ ଲିଗରେ 112 କୋରୋନା ସଂକ୍ରମିତ ଚିହ୍ନଟ

ଇଂଲିସ ଫୁଟବଲ ଲିଗ(EFL)ର 112 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

EFL confirms 112 new COVID-19 cases
ଇଂଲିସ ଫୁଟବଲ ଲିଗରେ ନୂଆ 112 କୋରୋନା ସଂକ୍ରମିତ ଚିହ୍ନଟ
author img

By

Published : Jan 8, 2021, 11:02 PM IST

ଲଣ୍ଡନ: ଇଂଲିସ ଫୁଟବଲ ଲିଗ(EFL)ର 112 ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଦ୍ୟତମ କୋରୋନା ଭାଇରସ ପରୀକ୍ଷାରେ ପଜିଟିଭ ନେଇ ଶୁକ୍ରବାର ଇଏଫଏଲ ପକ୍ଷରୁ ଘୋଷଣା କରାଯାଇଛି ।

ଏଥିସହ 3,507 ଜଣ ଖେଳାଳି ଓ 66EFL କ୍ଳବ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଦସ୍ୟଙ୍କୁ ସରକାରର ତତ୍ତ୍ବାବଧାନରେ 10 ଦିନ ସଙ୍ଗରୋଧରେ ରଖାଯାଉଛି ।

ଶୁକ୍ରବାର ସଂକ୍ରମିତଙ୍କୁ ନେଇ EFLର ମେଡିକାଲ ପରାମର୍ଶଦାତା ଡକ୍ତର ରିଚାର୍ଡ ହିଗିନସ ଓ ଡକ୍ତର ଶୁଭାଶିଷ ବାସୁ କହିଛନ୍ତି କୋଭିଡ-19ର ନୂଆ ଷ୍ଟ୍ରେନର ସଙ୍କେତ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.