ETV Bharat / sports

ମହିଳା ଫୁଟବଲ ବିଶ୍ବକପ ସ୍ଥଗିତ: ନିଷ୍ପତିକୁ ଭାରତର ସ୍ବାଗତ - FIFA

ସ୍ଥଗିତ ହୋଇଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2020 । ସ୍ଥଗିତ ନିଷ୍ପତିକୁ ଭାରତୀୟ ଫୁଟବଲ ଫେଡେରେସନ(AIFF) ସ୍ବାଗତ କରିଛି ।

COVID-19
ମହିଳା ଫୁଟବଲ ବିଶ୍ବକପ ସ୍ଥଗିତ: ନିଷ୍ପତିକୁ ଭାରତର ସ୍ବାଗତ
author img

By

Published : Apr 5, 2020, 4:12 PM IST

ନୂଆଦିଲ୍ଲୀ: ସ୍ଥଗିତ ହୋଇଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଅନ୍ତର୍ଜାତୀୟ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି FIFA ଏହି ନିଷ୍ପତି ନେଇଛି । ଭାରତ ଏହି ବିଶ୍ବକପର ଆୟୋଜକ ଦେଶ ରହିଥିଲା ।

ଦେଶର ପ୍ରାୟ 5ଟି ଭେନ୍ୟୁରେ ଏହି ବିଶ୍ବକପ ଖେଳାଯିବା ନେଇ ମ୍ୟାଚ ସୂଚୀ ରହିଥିଲା । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପ୍ରଥମ ପସନ୍ଦ ଭେନ୍ୟୁ ଭାବେ ଚୟନ ହୋଇଥିଲା । ଅନ୍ୟ ଭେନ୍ୟୁ ମାନଙ୍କ ମଧ୍ୟରେ ଅହମ୍ମଦାବାଦ, ନବିମୁମ୍ବାଇ, ଗୌହାଟୀ ଓ କୋଲକାତା ରହିଥିଲା ।

ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଓ ସାମ୍ପ୍ରତିକ ସ୍ଥିତିକୁ ନିଜରରେ ରଖି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ସ୍ଥଗିତ ନିଷ୍ପତିକୁ ଭାରତୀୟ ଫୁଟବଲ ଫେଡେରେସନ(AIFF) ସ୍ବାଗତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.