ETV Bharat / sports

ଗ୍ଲାସଗୋ 'ଗୋଲ': ବିଦେଶୀ କ୍ଲବରେ ବାଲାଦେବୀ - ମଣିପୁରରୁ-ସ୍କଟଲାଣ୍ଡ ଯାତ୍ରା

ପ୍ରଥମ ଭାରତୀୟ ମହିଳା ଫୁଟବଲ ଖେଳାଳି ଭାବେ ପୂର୍ବତନ ଭାରତୀୟ ମହିଳା ଫୁଟବଲ ଟିମର କ୍ୟାପଟେନ ବାଲା ଦେବୀଙ୍କ ନିଆରା ସଫଳତା । ବିଦେଶୀ କ୍ଳବ ସ୍କଟଲାଣ୍ଡର ରେଞ୍ଜର ଏଫସି ପକ୍ଷରୁ ଖେଳିବେ ମଣିପୁର ଷ୍ଟ୍ରାଇକର ବାଲାଦେବୀ ।

Bala Devi woman footballer
ବିଦେଶୀ କ୍ଳବରେ ବାଲାଦେବୀ
author img

By

Published : Jan 30, 2020, 2:30 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ପାଇଁ ଶୁଭଖବର । ପ୍ରଥମ ଭାରତୀୟ ଫୁଟବଲ ଖେଳାଳି ଭାବେ ବିଦେଶୀ କ୍ଲବ ସହ ଚୁକ୍ତି କରିଛନ୍ତି ବାଲା ଦେବୀ । ମଣିପୁରର ରାଜଧାନୀ ଇମ୍ଫାଲଠାରୁ 22 କିଲୋମିଟର ଦୂର ଇରେଙ୍ଗବାମ ଗ୍ରାମରେ ବାଲାଦେବୀଙ୍କ ଘର । ତେବେ ବର୍ତ୍ତମାନ ଇରେଙ୍ଗବାଙ୍ଗ ଗ୍ରାମରୁ ସ୍କଟଲାଣ୍ଡର ରାଜଧାନୀ ଗ୍ଲାସଗୋ ଯାତ୍ରା ସ୍ଥିର ହୋଇଛି ।

Bala Devi woman footballer
ଫଟୋ ସୌଜନ୍ୟ: twitter@IndianFootball

ସ୍କଟଲାଣ୍ଡର ଫୁଟବଲ ଟିମ ରେଞ୍ଜର ଏଫସିର ଜର୍ସି ନଂ10 ହାତେଇଛନ୍ତି ମଣିପୁର ଷ୍ଟ୍ରାଇକର ବାଲାଦେବୀ । ଏନେଇ ସ୍କଟିସ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଏହି ଚୁକ୍ତିରେ ପ୍ରାୟ 18 ମାସ ପର୍ଯ୍ୟନ୍ତ ସ୍କଟିସ କ୍ଳବରେ ଖେଳିବେ ବାଲା । 29 ବର୍ଷିୟା ବାଲାଦେବୀ ପୂର୍ବରୁ ଭାରତୀୟ ମହିଳା ଫୁଟବଲ ଟିମର କ୍ୟାପଟେନ ରହିଛନ୍ତି । ବାଲାଦେବୀଙ୍କ ନାମରେ 58 ମ୍ୟାଚରୁ 52 ଗୋଲ ରହିଛି ।

Bala Devi woman footballer
ଫଟୋ ସୌଜନ୍ୟ: twitte@RangersWFC

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.