ETV Bharat / sports

ଶୁବିମାଲ ଗୋସ୍ବାମୀଙ୍କୁ ଏସିଆନ ଫୁଟବଲ କନଫେଟେରେସନର ଶ୍ରଦ୍ଧାଞ୍ଜଳି - ଏସିଆନ ଫୁଟବଲ କନଫେଟେରେସନ

ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ଶୁବିମାଲ ଗୋସ୍ବାମୀଙ୍କୁ ଏସିଆନ ଫୁଟବଲ କନଫେଟେରେସନ(AFC) ଶ୍ରଦ୍ଧାଞ୍ଜଳି । AFC ସଭାପତି ସୈଖ ସଲମନ ବିନ ଇବ୍ରାହିମ ଅଲ ଖାଲିଫା ଶୋକ ପ୍ରକାଶ କରିଛନ୍ତି ।

Asian Football confederation condoles Subimal Goswami's death
ଶୁବିମାଲ ଗୋସ୍ବାମୀଙ୍କୁ ଏସିଆନ ଫୁଟବଲ କନଫେଟେରେସନର ଶ୍ରଦ୍ଧାଞ୍ଜଳି
author img

By

Published : May 3, 2020, 3:26 PM IST

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ଶୁବିମାଲ ଗୋସ୍ବାମୀଙ୍କୁ ଏସିଆନ ଫୁଟବଲ କନଫେଟେରେସନ(AFC) ଶ୍ରଦ୍ଧାଞ୍ଜଳି । AFC ସଭାପତି ସୈଖ ସଲମନ ବିନ ଇବ୍ରାହିମ ଅଲ ଖାଲିଫା ଶୋକ ପ୍ରକାଶ କରିଛନ୍ତି ।

ଗତ ଗୁରୁବାର ଦିନ କୋଲକାତାରେ ଶୁବିମାଲ ଗୋସ୍ବାମୀ(ଚୁନି) ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା । ଭାରତୀୟ ଫୁଟବଲର ଅନ୍ୟତମ ମହାନ ଖେଳାଳି ଥିଲେ ଚୁନି ଗୋସ୍ବାମୀ ।

ବର୍ଷ 1962ରେ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଓ 1964 AFC ଏସିଆନ କପରେ ରନର୍ସଅପ ବିଜୟୀ ଭାରତୀୟ ଦଳରେ ସେ ପ୍ରମୁଖ ଭୂମିକା ନିଭେଇଥିଲେ । ସେ 1954-68 15 ବର୍ଷରୁ ଅଧିକ ସମୟ ଧରି କୋଲାକାତା ଫୁଟବଲ କ୍ଳବ ମୋହୁନ ବେଗାନର ନେତୃତ୍ବ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.