ETV Bharat / sports

UAE ବିଜୟ ପରେ ଭାରତୀୟ ମହିଳା ଫୁଟବଲ ଟିମର ଚାର୍ଗେଟରେ ଟୁନିସିଆ

author img

By

Published : Oct 3, 2021, 10:45 PM IST

ଭାରତୀୟ ମହିଳା ଟିମ ଦୁବାଇରେ UAEକୁ ନିଜ ଘରୋଇ ଗ୍ରାଉଣ୍ଡରେ ୪-୧ ଗୋଲ୍‌ ବ୍ୟବଧାନରେ ହରାଇଥିଲା । ଅଧିକ ପଢନ୍ତୁ...

After win over UAE, Indian women's team look to up their game against 'tougher' Tunisia
UAE ବିଜୟ ପରେ ଭାରତୀୟ ମହିଳା ଫୁଟବଲ ଟିମର ଚାର୍ଗେଟ୍‌ରେ ଟୁନିସିଆ

ନୂଆଦିଲ୍ଲୀ: ନିଜ ଘରୋଇ ଗ୍ରାଉଣ୍ଡରେ UAEକୁ ହରାଇବା ପରେ ଭାରତୀୟ ମହିଳା ଫୁଟବଲ ଟିମ ଦୃଢ ଆତ୍ମବିଶାସ ହାସଲ କରିଛି । ସୋମବାର ଭାରତୀୟ ଟିମର ଆଗାମୀ ମ୍ୟାଚ୍‌ ଟୁନିସିଆ(Tunisia) ବିପକ୍ଷରେ ରହିଛି ।

ଭାରତୀୟ ମହିଳା ଟିମ ଦୁବାଇରେ UAEକୁ ୪-୧ ଗୋଲ୍‌ ବ୍ୟବଧାନରେ ହରାଇଥିଲା । ମନୀଷା କଲ୍ୟାଣ, ପ୍ୟାରୀ ଜାଜା, ସୁଇଟି ଦେବୀ ଓ ଅଞ୍ଜୁ ତମାଙ୍ଗ ଭାରତ ପକ୍ଷରୁ ଗୋଲ୍‌ ସ୍କୋର କରିଥିଲେ ।

ଏହି ବିଜୟରୁ ମିଳିଥିବା ଆତ୍ମବିଶ୍ବାସ ଆଗାମୀ ମ୍ୟାଚ୍‌ ପାଇଁ ସହାୟକ ହେବ । ଭାରତୀୟ ମହିଳା ସିନିୟର ମହିଳା ଜାତୀୟ ଟିମ ସହ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ପରେ ଏହା କହିଛନ୍ତି କୋଚ୍‌ ଥୋମାସ ଡର୍ନିବେ । AIFF ଟ୍ବିଟରେ ମୁଖ୍ୟ କୋଚ୍‌ ଡର୍ନିବେଙ୍କ ପ୍ରତିକ୍ରିୟାକୁ ସ୍ଥାନ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.