ନୂଆଦିଲ୍ଲୀ: ନିଜ ଘରୋଇ ଗ୍ରାଉଣ୍ଡରେ UAEକୁ ହରାଇବା ପରେ ଭାରତୀୟ ମହିଳା ଫୁଟବଲ ଟିମ ଦୃଢ ଆତ୍ମବିଶାସ ହାସଲ କରିଛି । ସୋମବାର ଭାରତୀୟ ଟିମର ଆଗାମୀ ମ୍ୟାଚ୍ ଟୁନିସିଆ(Tunisia) ବିପକ୍ଷରେ ରହିଛି ।
-
After win over UAE, Indian Women’s Team 🇮🇳 look to up their game against Tunisia 🇹🇳
— Indian Football Team (@IndianFootball) October 3, 2021 " class="align-text-top noRightClick twitterSection" data="
Read 👉 https://t.co/n4mvbYxvu2#INDTUN ⚔️ #BackTheBlue 💙 #ShePower 👧 #IndianFootball ⚽ @JharkhandCMO pic.twitter.com/p9FbLpxpLh
">After win over UAE, Indian Women’s Team 🇮🇳 look to up their game against Tunisia 🇹🇳
— Indian Football Team (@IndianFootball) October 3, 2021
Read 👉 https://t.co/n4mvbYxvu2#INDTUN ⚔️ #BackTheBlue 💙 #ShePower 👧 #IndianFootball ⚽ @JharkhandCMO pic.twitter.com/p9FbLpxpLhAfter win over UAE, Indian Women’s Team 🇮🇳 look to up their game against Tunisia 🇹🇳
— Indian Football Team (@IndianFootball) October 3, 2021
Read 👉 https://t.co/n4mvbYxvu2#INDTUN ⚔️ #BackTheBlue 💙 #ShePower 👧 #IndianFootball ⚽ @JharkhandCMO pic.twitter.com/p9FbLpxpLh
ଭାରତୀୟ ମହିଳା ଟିମ ଦୁବାଇରେ UAEକୁ ୪-୧ ଗୋଲ୍ ବ୍ୟବଧାନରେ ହରାଇଥିଲା । ମନୀଷା କଲ୍ୟାଣ, ପ୍ୟାରୀ ଜାଜା, ସୁଇଟି ଦେବୀ ଓ ଅଞ୍ଜୁ ତମାଙ୍ଗ ଭାରତ ପକ୍ଷରୁ ଗୋଲ୍ ସ୍କୋର କରିଥିଲେ ।
ଏହି ବିଜୟରୁ ମିଳିଥିବା ଆତ୍ମବିଶ୍ବାସ ଆଗାମୀ ମ୍ୟାଚ୍ ପାଇଁ ସହାୟକ ହେବ । ଭାରତୀୟ ମହିଳା ସିନିୟର ମହିଳା ଜାତୀୟ ଟିମ ସହ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ପରେ ଏହା କହିଛନ୍ତି କୋଚ୍ ଥୋମାସ ଡର୍ନିବେ । AIFF ଟ୍ବିଟରେ ମୁଖ୍ୟ କୋଚ୍ ଡର୍ନିବେଙ୍କ ପ୍ରତିକ୍ରିୟାକୁ ସ୍ଥାନ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ