ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଫାଇନାଲ ଲଢେଇ ଜାରି ରହିଛି । ଟସ୍ ଜିତି ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେବା ସହ ବାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ ଯୋଡିରେ 62 ରନ୍ ଯୋଡିଥିଲେ । ତେବେ ଲଞ୍ଚ୍ ବ୍ରେକ ପୂର୍ବରୁ ଦୁଇ ଭାରତୀୟ ଓପନରଙ୍କୁ ପାଭିଲିୟନ ଫେରାଇ ମ୍ୟାଚ୍ରେ କମବ୍ୟାକ କରିଛି ନ୍ୟୁଜିଲାଣ୍ଡ ।
-
Immediate impact from Neil Wagner 👊
— ICC (@ICC) June 19, 2021 " class="align-text-top noRightClick twitterSection" data="
He dismisses Shubman Gill for 28.
India are 63/2. #WTC21 Final | #INDvNZ | https://t.co/sgJAEs2STR pic.twitter.com/yBT2uxqJwt
">Immediate impact from Neil Wagner 👊
— ICC (@ICC) June 19, 2021
He dismisses Shubman Gill for 28.
India are 63/2. #WTC21 Final | #INDvNZ | https://t.co/sgJAEs2STR pic.twitter.com/yBT2uxqJwtImmediate impact from Neil Wagner 👊
— ICC (@ICC) June 19, 2021
He dismisses Shubman Gill for 28.
India are 63/2. #WTC21 Final | #INDvNZ | https://t.co/sgJAEs2STR pic.twitter.com/yBT2uxqJwt
ଲଞ୍ଚ ବ୍ରେକ ସୁଦ୍ଧା ଭାରତର ସ୍କୋର 69/2 ରହିଛି । କ୍ୟାପଟେନ ବିରାଟ କୋହଲି 6 ଓ ଚେତେଶ୍ବର ପୂଜାରା 0ରେ ଅପରାଜିତ ଅଛନ୍ତି । ମ୍ୟାଚର 21ତମ ଓଭରରେ ରୋହିତ 34 ରନ୍ରେ ଖେଳୁଥିବା ସମୟରେ କେଏଲ ଜେମିଏସନଙ୍କ ଶିକାର ହୋଇଥିଲେ । ପରେ ନେଲ ୱାଗନର ତାଙ୍କର ପ୍ରଥମ ଓଭରରେ ଗିଲ୍ଙ୍କୁ ପାଭିଲିୟନ ପଠାଇଥିଲେ ।
-
50 up for 🇮🇳
— ICC (@ICC) June 19, 2021 " class="align-text-top noRightClick twitterSection" data="
Shubman Gill and Rohit Sharma have laid down a solid foundation! #WTC21 Final | #INDvNZ | https://t.co/PW7aML0pSv pic.twitter.com/wgunXt47Td
">50 up for 🇮🇳
— ICC (@ICC) June 19, 2021
Shubman Gill and Rohit Sharma have laid down a solid foundation! #WTC21 Final | #INDvNZ | https://t.co/PW7aML0pSv pic.twitter.com/wgunXt47Td50 up for 🇮🇳
— ICC (@ICC) June 19, 2021
Shubman Gill and Rohit Sharma have laid down a solid foundation! #WTC21 Final | #INDvNZ | https://t.co/PW7aML0pSv pic.twitter.com/wgunXt47Td
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ