ETV Bharat / sports

Under 19 World Cup 2022 final: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

author img

By

Published : Feb 5, 2022, 6:23 PM IST

Updated : Feb 5, 2022, 7:39 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲା । ଇଂଲଣ୍ଡ କ୍ୟାପଟେନ୍‌ ଟମ ପ୍ରେଷ୍ଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Under 19 World Cup 2022 final: England U19 won the toss and opt to bat against india
Under 19 World Cup 2022 final: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଆଣ୍ଟିଗୁଆ: ସାର୍‌ ଭିଭିଆନ ରିଚାର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲା । ଇଂଲଣ୍ଡ କ୍ୟାପଟେନ୍‌ ଟମ ପ୍ରେଷ୍ଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ଫିଲ୍ଡିଂ କରିବ ଟିମ ଇଣ୍ଡିଆ ।

  • 📰 Toss news from Sir Vivian Richards Stadium
    🏴󠁧󠁢󠁥󠁮󠁧󠁿 England have opted to bat first against India

    Which team are you supporting? Tell us in the comments below 👇#ENGvIND | #U19CWC Final pic.twitter.com/KxSn7HCXxq

    — ICC (@ICC) February 5, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: COVID-19 ସହ ଲଢେଇ ଠାରୁ ଫାଇନାଲ: 2022 U-19 ବିଶ୍ବକପରେ ଭାରତର ଯାତ୍ରା

ଉଭୟ ଇଂଲଣ୍ଡ ଓ ଭାରତ ଅପରାଜେୟ ଟିମ ଭାବେ ICC ୧୯ ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ବକପ ଫାଇନାଲରେ ପହଞ୍ଚିଛନ୍ତି । ଭାରତ ପାଇଁ ଏହା କ୍ରମାଗତ ଚତୁର୍ଥ ଫାଇନାଲ ହୋଇଥିବାବେଳେ ପଞ୍ଚମ ଥର ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛି ୟଶ ଧୂଲଙ୍କ ଟିମ । ଅନ୍ୟପଟେ ୨୪ ବର୍ଷ ପରେ ICC ୧୯ ବର୍ଷରୁ କମ ବିଶ୍ବକପ ଟ୍ରଫି ନିକଟତର ହୋଇଛି ଇଂଲଣ୍ଡ ।

ଇଂଲଣ୍ଡ ଚୂଡାନ୍ତ ଏକାଦଶ: ଜର୍ଜ ଥୋମାସ, ଜାକବ ବାଥେଲ, ଟମ ପ୍ରେଷ୍ଟ(କ୍ୟାପଟେନ୍‌), ୱିଲିଅମ ଲକ୍ସଟନ, ଜର୍ଜ ବେଲ୍‌ସ ରେହାନ ଅହମ୍ମଦ, ଆଲେକ୍ସ ହର୍ଟନ(ୱିକେଟ କିପର), ଜେମ୍ସ ସେଲ୍‌ସ, ଥୋମାସ ଅସପିନୱାଲ‌, ଜୋସୁଆ ବଏଡେନ ।

ଭାରତ ଚୂଡାନ୍ତ ଏକାଦଶ: ଅଙ୍ଗକ୍ରୀଷ ରଘୁବଂଶୀ, ହରନୁର ସିଂହ, ଶୈକ ରସିଦ, ୟଶ ଧୂଲ(କ୍ୟାପେଟନ୍‌), ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗରଗେକର, ଦିନେଶ ବାନା(ୱିକେଟ କିପର), କୌଶଲ ତାମ୍ବେ, ରାଜ ବାୱା, ଭିକି ଓସ୍ତୱାଲ, ରବି କୁମାର ।

ANI

Last Updated : Feb 5, 2022, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.