ETV Bharat / sports

T20 World Cup: ଭାରତ ପାଇଁ କାଳ ହେଲା, ଓପନିଂ ଯୋଡିଙ୍କ ଫ୍ଲପ୍ ସୋ

author img

By

Published : Nov 12, 2022, 10:29 PM IST

ଟି-୨୦ ବିଶ୍ବକପରେ ଫେଲ୍ ମାରିଲା ଭାରତୀୟ ଓପନିଂ ଯୋଡି । ସବୁଠୁ ବଡ କଥା ହେଲା ସୁପର ୧୨ ପର୍ଯ୍ୟାୟ ପାଇଁ କ୍ବାଲିଫାଏ କରିଥିବା ଦଳ ଗୁଡିକ ମଧ୍ୟରୁ ସବୁଠୁ କମ୍ ଆଭରେଜ୍ ଟିମ୍ ଇଣ୍ଡିଆର ଓପନିଂ ପାର୍ଟନରସିପର ରହିଛି । ଅଧିକ ପଢନ୍ତୁ

T20 World Cup : ଟିମ୍ ଇଣ୍ଡିଆର ଓପନିଂଯୋଡିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ

ହାଇଦ୍ରାବାଦ: ଟି୨୦ ବିଶ୍ବକପରେ ଫେଲ୍ ମାରିଲା ଭାରତୀୟ ଓପନିଂ ଯୋଡି । ଯାହା ସେମିଫାଇନାଲରେ ମେନ୍ ଇନ୍ ବ୍ଲୁର ପରାଜୟର ମୁଖ୍ୟ କାରଣ । ଭାରତୀୟ ଓପନର ତଥା ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ପାର୍ଟନରସିପ୍ ପ୍ରଥମ ପାୱାର ପ୍ଲେ ପୂର୍ବରୁ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାରେ ବିଫଳ ରହିଛି । ସବୁଠୁ ବଡ କଥା ହେଲା ସୁପର ୧୨ ପର୍ଯ୍ୟାୟ ପାଇଁ କ୍ବାଲିଫାଏ କରିଥିବା ଦଳ ଗୁଡିକ ମଧ୍ୟରୁ ସବୁଠୁ କମ୍ ଆଭରେଜ୍ ଟିମ୍ ଇଣ୍ଡିଆର ଓପନିଂ ପାର୍ଟନରସିପର ରହିଛି । ଭାରତର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୪.୯୮ । ନଜର ପକାନ୍ତୁ ଏହି ରେକର୍ଡ ଉପରେ...

ପ୍ରଥମ ସେମିଫାଇନାଲରେ ବିଦା ହୋଇଥିବା କିୱି ଦଳର ଓପନିଂ ପାର୍ଟନରସିପ୍ ପର୍ ଓଭର ଆଭେରେଜ ୧୨ ଦଳ ମଧ୍ୟରୁ ସର୍ବାଧିକ ରହିଛି । ନ୍ୟୁଜିଲାଣ୍ଡ ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୯.୨୬ । ପ୍ରଥମ ସେମିଫାଇନାଲରେ ପରାସ୍ତ ହୋଇଥିବା ବ୍ଲାକ୍ କ୍ୟାପ୍ସ ଟିମର ଓପନିଂ ଯୋଡି ଆଭେରେଜ ସର୍ବାଧିକ ରହିଥିବା ବେଳେ ଦ୍ବିତୀୟ ସେମିଫାଇନାଲରେ ପରାଜୟର ମୁହଁ ଦେଖିଥିବା ଟିମ୍ ଇଣ୍ଡିଆର ଓପନିଂ ପାର୍ଟନରସିପ୍ ପର୍ ଓଭର ଆଭେରେଜ ୧୨ ଦଳ ମଧ୍ୟରୁ ସର୍ବନିମ୍ନ ରହିଛି । ଭାରତର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୪.୯୮ ।

ଫାଇନାଲ ପାଇଁ କ୍ବାଲିଫାଏ କରିଥିବା ଦୁଇଟି ଦଳର ଓପନିଂ ପାର୍ଟନରସିପ ଆଭେରେଜ ଉପରେ ନଜର ପକାନ୍ତୁ । ଇଂଲଣ୍ଡର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୯.୨୫ । ସେହିପରି ପାକିସ୍ତାନର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୬.୪୨ ।

ସେହିପରି ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୮.୮୩ । ବାଂଲାଦେଶର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୮.୭୬ । ଆୟରଲାଣ୍ଡର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୭.୮୭ । ଶ୍ରୀଲଙ୍କାର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୭.୦୫ । ଜିମ୍ବାୱେର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୬.୬୫ । ଆୟୋଜକ ଅଷ୍ଟ୍ରେଲିଆର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୬.୩୧ । ଆଫଗାନିସ୍ତାନ ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୬.୨୭ । ନେଦରଲାଣ୍ଡର ଓପନିଂ ଯୋଡିଙ୍କ ପାର୍ଟନରସିପ୍ ପର୍ ଓଭର ଆଭେରେଜ ରହିଛି ୫.୫୮ ।

ବର୍ଷ ୨୦୦୭ ତଥା ୧୫ ବର୍ଷ ପରେ ଭାରତ ପୁଣି ଥରେ ୨୦୨୨ ଟି୨୦ ବିଶ୍ବକପ ହାତେଇବା ନେଇ ଅନେକ ଭାରତୀୟ କ୍ରିକେଟ ପ୍ରଶଂସକ ଆଶା ରଖିଥିଲେ । ହେଲେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଭାରତର ବିଶ୍ବକପ ଜିତିବା ସ୍ବପ୍ନ ଚୂରମାର ହୋଇଯାଇଛି । ନକ୍ ଆଉଟରୁ ଭାରତ ପରାଜିତ ହେବା ପରେ ବି କ୍ରିକେଟ ପ୍ରଶଂସକଙ୍କ ମନରେ ଲିଭି ନାହିଁ ସେଦିନର ପରାଜୟର ଦୃଶ୍ୟ । ସେମିଫାଇନାଲରେ ଇଂଲିସ୍ ଟିମ ଓପନରଙ୍କ ଧୂଆଁଧାର ପାର୍ଟନରସିପ୍ ବଳରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ସହଜ ବିଜୟ ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.