ETV Bharat / sports

T20 World Cup: ଟସ୍‌ ଜିତିଲା ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି

author img

By

Published : Oct 23, 2021, 7:23 PM IST

Updated : Oct 23, 2021, 8:34 PM IST

ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରି କିରଣ ପୋଲାର୍ଡଙ୍କ ନେତୃତାଧୀନ ୱେଷ୍ଟଇଣ୍ଡିଜ ଟିମ । ଅଧିକ ପଢନ୍ତୁ...

T20 World Cup 2021: England opt to bowl vs West Indies
T20 World Cup: ଟସ୍‌ ଜିତିଲା ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି

ଦୁବାଇ: ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କିରଣ ପୋଲାର୍ଡଙ୍କ ନେତୃତାଧୀନ କାରବିୟନ ଟିମ ।

ଚୂଡାନ୍ତ ଏକାଦଶ:

ଇଂଲଣ୍ଡ: ଜସ୍‌ ବଟଲର(ୱିକେଟ), ଜେସନ ରୟ, ଡେୱିଡ ମଲାନ, ଇଆନ ମୋର୍ଗାନ(କ୍ୟାପଟେନ୍‌), ଜନ୍ନି ବେୟାରଷ୍ଟୋ, ଲିଆମ ଲିଭିଂଷ୍ଟୋନ, ମୋଇନ‌ ଅଲୀ, କ୍ରିସ ୱର୍କ୍ସ, କ୍ରିଜ ଜୋର୍ଡାନ, ଆଦିଲ ରସିଦ, ତେମଲ ମିଲ୍‌ସ ।

ୱେଷ୍ଟଇଣ୍ଡିଜ: ଲେଣ୍ଡଲ ସିମନ୍ସ, କ୍ରିସ୍‌ ଗେଲ୍‌, ସିମ୍ରନ ହେଟମେୟର, ନିକୋଲାସ ପୁରୋନ(ୱିକେଟ କିପର), କିରଣ ପୋଲାର୍ଡ(କ୍ୟାପଟେନ୍‌), ଆନ୍ଦ୍ର ରସେଲ, ଡ୍ବାଇନ ବ୍ରାଭୋ, ଅକିଲ ହୋସେନ, ଓବେଦ ମେକୟ, ରବି ରାମପାଲ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.