ଦୁବାଇ: ଆଇପିଏଲର ୫୩ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(CSK)କୁ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ(PBKS) । ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମ୍ନାରେ ୧୩୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ଫଳରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ 13 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ।
-
Match 53. It's all over! Punjab Kings won by 6 wickets https://t.co/dWWDNHc3p8 #CSKvPBKS #VIVOIPL #IPL2021
— IndianPremierLeague (@IPL) October 7, 2021 " class="align-text-top noRightClick twitterSection" data="
">Match 53. It's all over! Punjab Kings won by 6 wickets https://t.co/dWWDNHc3p8 #CSKvPBKS #VIVOIPL #IPL2021
— IndianPremierLeague (@IPL) October 7, 2021Match 53. It's all over! Punjab Kings won by 6 wickets https://t.co/dWWDNHc3p8 #CSKvPBKS #VIVOIPL #IPL2021
— IndianPremierLeague (@IPL) October 7, 2021
କ୍ୟାପଟେନ କେଏଲ ରାହୁଲ ୯୮ ରନ୍ର ମାରାଥନ ଅପରାଜିତ ଇଂନିସ ଖେଳି ଟିମକୁ ବିଜୟୀ କରାଇଛନ୍ତି । ମାତ୍ର ୨୫ ବଲ୍ରୁ ବିସ୍ଫୋରକ ବ୍ୟାଟିଂ ସହ ଅର୍ଦ୍ଧଶତକ ହାସଲ କରିଥିବା ରାହୁଲଙ୍କ ଏହା ୨୭ତମ IPL ଅର୍ଦ୍ଧଶତକ । ଏହି ବିଜୟ ସହ ପ୍ଲେ-ଅଫ୍ ଉଜ୍ଜିବୀତ ରଖିଛି ପଞ୍ଜାବ ।
ରାହୁଲଙ୍କ ବ୍ୟତୀତ ପଞ୍ଜାବ କିଙ୍ଗ୍ସର ଅନ୍ୟ ଦୁଇଜଣ ବ୍ୟାଟର ଦୁଇଅଙ୍କ ସ୍କୋର ଛୁଇଁ ପାରିଥିଲେ । ଓପନର ମୟଙ୍କ ଅଗ୍ରୱାଲ ୧୨ ଓ ଆଡନ ମାର୍କ୍ରମ ୧୩ ରନ୍ର ଯୋଗଦାନ କରିଥିଲେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩ଟି ୱିକେଟ ଅକ୍ତିଆର କରିଥିଲେ । ଦୀପକ ଚହରଙ୍କୁ ଗୋଟିଏ ସଫଳତା ମିଳିଥିଲା ।
-
Dominant performance from @PunjabKingsIPL! 💪 💪
— IndianPremierLeague (@IPL) October 7, 2021 " class="align-text-top noRightClick twitterSection" data="
Captain @klrahul11 leads the charge with the bat as #PBKS seal a clinical 6⃣-wicket win over #CSK. 👏 👏 #VIVOIPL #CSKvPBKS
Scorecard 👉 https://t.co/z3JT9U9tHZ pic.twitter.com/rBVh6CssHf
">Dominant performance from @PunjabKingsIPL! 💪 💪
— IndianPremierLeague (@IPL) October 7, 2021
Captain @klrahul11 leads the charge with the bat as #PBKS seal a clinical 6⃣-wicket win over #CSK. 👏 👏 #VIVOIPL #CSKvPBKS
Scorecard 👉 https://t.co/z3JT9U9tHZ pic.twitter.com/rBVh6CssHfDominant performance from @PunjabKingsIPL! 💪 💪
— IndianPremierLeague (@IPL) October 7, 2021
Captain @klrahul11 leads the charge with the bat as #PBKS seal a clinical 6⃣-wicket win over #CSK. 👏 👏 #VIVOIPL #CSKvPBKS
Scorecard 👉 https://t.co/z3JT9U9tHZ pic.twitter.com/rBVh6CssHf
ନିଜର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବିଜୟ ସହ ପଞ୍ଜାବ ପ୍ଲେ-ଅଫ୍ ଆଶା ଉଜ୍ଜିବୀତ ରଖିଛି । ୧୪ଟି ମ୍ୟାଚ୍ରୁ ୬ଟି ବିଜୟ ଓ ୮ଟି ପରାଜୟ ସହ ମୋଟ ୧୨ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ