ETV Bharat / sports

ଟି୨୦ ବିଶ୍ବକପ ପାଇଁ ଶ୍ରୀଲଙ୍କା ସ୍କ୍ବାଡ ଘୋଷଣା

author img

By

Published : Sep 12, 2021, 5:34 PM IST

ICC ପୁରୁଷ ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ...

Sri Lanka names Twenty20 World Cup squad
ଟି୨୦ ବିଶ୍ବକପ ପାଇଁ ଶ୍ରୀଲଙ୍କା ସ୍କ୍ବାଡ ଘୋଷଣା

କଲମ୍ବୋ: ଆସନ୍ତାମାସରେ ଖେଳାଯିବାକୁ ଥିବା ICC ପୁରୁଷ ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ଶ୍ରୀଲଙ୍କା । ଘୋଷିତ ସ୍କ୍ବାଡରେ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ସ୍କ୍ବାଡ୍‌ରେ ୬ଜଣ ବ୍ୟାଟ୍ସମ୍ୟାନ୍‌, ୫ଜଣ ଅଲ୍‌-ରାଉଣ୍ଡର ଓ ୪ ବୋଲର ରହିଛନ୍ତି । ୧୫ ଖେଳାଳିଙ୍କ ସହିତ ଆହତ ବଦଳ ଖେଳାଳି ଭାବେ ୪ଜଣ ରିଜର୍ଭ ଖେଳାଳିଙ୍କ ନାମ ମଧ୍ୟ ରହିଛି । ପୂର୍ବତନ କ୍ୟାପଟେନ ଦିନେଶ ଚନ୍ଦିମାଲ, ଦାସୁନ ସନାକା ଓ କୁଶଲ ପରେରାଙ୍କ ପରି ବଡ ନାମ ସ୍କ୍ବାଡରେ ରହିଛି ।

ଟି୨୦ ବିଶ୍ବକପ ୨୦୨୧ ପାଇଁ ଶ୍ରୀଲଙ୍କା ସ୍କ୍ବାଡ୍‌:

ଦାସୁନ ସନାକା(କ୍ୟାପଟେନ୍‌), ଧନଞ୍ଜୟ ଦି ସିଲଭା, କୁଶଲ ପରେରା, ଦିନେଶ ଚନ୍ଦିମାଲ, ଅଭିସ୍କା ଫର୍ନାଣ୍ଡୋ, ଭାନୁକା ରାଜପାକ୍ସା, ଚାରିଥ ଅସଲାଙ୍କା, ୱାହିନ୍ଦୁ ହରସଙ୍ଗା, କାମିନ୍ଦୁ ମେଣ୍ଡିସ, ଚମିକା କରୁଣାରତ୍ନେ, ନୁୱାନ ପ୍ରଦୀପ, ଦୁଷ୍ମନ୍ତ ଚମିରା, ପ୍ରବୀଣ ଜୟୱିକ୍ରେମା, ଲାହିରୁ ମଦୁସଙ୍କା, ମହିସ ଥିକସାନା ।

ରିଜର୍ଭ ଖେଳାଳି: ଲାହିରୁ କୁମାରା, ବିନୁରା ଫର୍ନାଣ୍ଡୋ, ଅକିଲା ଧନଞ୍ଜୟ, ପୁଲିନା ଥରଙ୍ଗା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.