ETV Bharat / sports

Fastest Test Fifty: କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ

୨୮ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଛନ୍ତି ପନ୍ତ । ପୂର୍ବରୁ ଏହି ରେକର୍ଡ କପିଳ ଦେବଙ୍କ ନାମରେ ରହିଥିଲା । ୩୦ ବଲ୍‌ରୁ ବିସ୍ଫୋରକ ଅର୍ଦ୍ଧଶତତୀୟ ଇଂନିସ ଖେଳିଥିଲେ କପିଳ ଦେବ । ଅଧିକ ପଢନ୍ତୁ

author img

By

Published : Mar 13, 2022, 8:26 PM IST

Rishabh Pant surpasses Kapil Dev to register fastest Test fifty by an Indian
Fastest Test Fifty: କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ

ବେଙ୍ଗାଲୁରୁ: କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଏକ ରେକର୍ଡ ଭାଙ୍ଗିଲେ ୱିକେଟ କିପର ବ୍ୟାଟର ଋଷଭ ପନ୍ତ । ଜଣେ ଭାରତୀୟ ବ୍ୟାଟ୍‌ର ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ପନ୍ତ ।

ମାତ୍ର ୨୮ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଛନ୍ତି ପନ୍ତ । ପୂର୍ବରୁ ଏହି ରେକର୍ଡ କପିଳ ଦେବଙ୍କ ନାମରେ ରହିଥିଲା । ୩୦ ବଲ୍‌ରୁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ କପିଳ ଦେବ ।

ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ଏହି ରେକର୍ଡ କରିଛନ୍ତି ପନ୍ତ । ପିଙ୍କ୍‌ ବଲ୍‌ ଟେଷ୍ଟର ଦ୍ବିତୀୟ ଦିନରେ ଭାରତର ଦ୍ବିତୀୟ ଇଂନିସରେ ଦ୍ରୁତ ଇଂନିସ ଖେଳି ପନ୍ତ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଜଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହ ୫ ୱିକେଟ ଦଖଲ ପରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ପ୍ରଥମ ଇଂନିସରେ ମାତ୍ର ୧୦୯ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.