ETV Bharat / sports

IPL 2022: ଦିଲ୍ଲୀ କ୍ୟାମ୍ପ୍‌ରେ ପୁଣି କୋରୋନା, କୋଚ୍‌ ପଣ୍ଟିଂଙ୍କ ପରିବାର ସଦସ୍ୟ ସଂକ୍ରମିତ

author img

By

Published : Apr 22, 2022, 5:47 PM IST

କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ । IPL 2022ର ୩୪ତମ ମ୍ୟାଚ୍‌ରେ ଦିଲ୍ଲୀ ଡଗ୍‌ଆଉଟରେ ପଣ୍ଟିଂଙ୍କୁ ଦେଖିବାକୁ ମିଳିବ ନାହିଁ । ଅଧିକ ପଢ଼ନ୍ତୁ

IPL 2022: ରିକି ପଣ୍ଟିଂଙ୍କ ପରିବାର ସଦସ୍ୟ କୋଭିଡ ସଂକ୍ରମିତ, ମ୍ୟାଚ୍‌ରେ ରହିବେନି ଉପସ୍ଥିତ

ମୁମ୍ବାଇ: କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ । ଏଥିପାଇଁ ୫ଦିନ ସଂଗରୋଧରେ ରହିବେ ରିକି ପଣ୍ଟିଂ । ଫଳରେ ଆଜି ଖେଳାଯିବାକୁ ଥିବା IPL 2022ର ୩୪ତମ ମ୍ୟାଚ୍‌ରେ ଦିଲ୍ଲୀ ଡଗ୍‌ଆଉଟରେ ପଣ୍ଟିଂଙ୍କୁ ଦେଖିବାକୁ ମିଳିବ ନାହିଁ ।

  • OFFICIAL STATEMENT:

    A family member of Delhi Capitals Head Coach Ricky Ponting has tested positive for COVID-19. The family has now been moved into an isolation facility and is being well taken care of. pic.twitter.com/FrQXjlSYRI

    — Delhi Capitals (@DelhiCapitals) April 22, 2022 " class="align-text-top noRightClick twitterSection" data=" ">

OFFICIAL STATEMENT:

— Delhi Capitals (@DelhiCapitals) April 22, 2022

ପଣ୍ଟିଂଙ୍କ ପରିବାର ସଦସ୍ୟ କୋରୋନା ସଂକ୍ରମିତ ହେବାପରେ ତାଙ୍କର ଦୁଇଥର କୋଭିଡ ଟେଷ୍ଟ କରାଯାଇଥିଲା । ପଣ୍ଟିଂଙ୍କ ଦୁଇଟି ଯାକ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବ୍ରାବୋର୍ନୋ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ଦିଲ୍ଲୀ କ୍ୟାମ୍ପରେ କୋଭିଡ ସଂକ୍ରମଣ ଯୋଗୁଁ ଦଳର ଦୁଇଟି ମ୍ୟାଚ୍‌ର ଭେନ୍ୟୁ ପରିବର୍ତ୍ତନ କରାଯାଇଛି ।

ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଓ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ଗୁଡ଼ିକର ଭେନ୍ୟୁ ପରିବର୍ତ୍ତନ କରାଯାଇଥିଲା । ବାରମ୍ବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସପୋର୍ଟ ଷ୍ଟାଫ ଓ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାପୂର୍ବରୁ ଦଳର ମୋଟ ୬ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.