ETV Bharat / sports

ପରିବର୍ତ୍ତିତ ଫର୍ମାଟରେ ଜାନୁଆରୀ ୫ରୁ ରଣଜୀ ଟ୍ରଫି

ରଣଜୀ ଟ୍ରଫିର ବର୍ଷ ୨୦୨୧-୨୨ ସଂସ୍କରଣ ଆଗାମୀ ବର୍ଷ ଜାନୁଆରୀ ୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ...

author img

By

Published : Aug 19, 2021, 10:50 PM IST

Ranji Trophy to start on Jan 5 with changed format: BCCI to state units
ପରିବର୍ତ୍ତିତ ଫର୍ମାଟରେ ଜାନୁଆରୀ ୫ରୁ ରଣଜୀ ଟ୍ରଫି

ନୂଆଦିଲ୍ଲୀ: ନୂଆବର୍ଷରୁ ଆରମ୍ଭ ହେବ ଭାରତୀୟ କ୍ରିକେଟର ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫି । ରଣଜୀ ଟ୍ରଫିର ବର୍ଷ ୨୦୨୧-୨୨ ସଂସ୍କରଣ ଆଗାମୀ ବର୍ଷ ଜାନୁଆରୀ ୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଖେଳାଯିବ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ସୂଚୀ ପ୍ରକାଶ ପାଇଛି ।

ଅକ୍ଟୋବର ୨୭ରୁ ଆରମ୍ଭ ସୟଦ ମୁସ୍ତାକ ଅଲୀ ଟି ୨୦ ଓ ନଭେମ୍ବର ୨୨ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ବିଜୟ ହଜାରେ ଟ୍ରଫି ଦିନିକିଆ ଫର୍ମାଟରେ ଖେଳାଯିବ ଓ ଡିସେମ୍ବର ୧ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଚାଲିବ ।

ତେବେ ସେପ୍ଟେମ୍ବର ୨୦ରୁ ୧୯ ବର୍ଷରୁ କମ ମହିଳା ଦିନିକିଆ ପ୍ରତିଯୋଗିତାରୁ ଘରୋଇ ସିରିଜ ଆରମ୍ଭ ହେବ ।

ସୂଚୀ:

ମହିଳା ୧୯ ବର୍ଷରୁ କମ(ଦିନିକିଆ): ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୮

ଭିନ୍ନୋ ମଙ୍କଡ ଟ୍ରଫି(୧୯ ବର୍ଷରୁ କମ ପୁରୁଷ- ଦିନିକିଆ): ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୮

ପୁରୁଷ ଚ୍ୟାଲେଞ୍ଜର୍ସ ଟ୍ରଫି(୧୯ବର୍ଷରୁ କମ): ଅକ୍ଟୋବର ୨୬ରୁ ନଭେମ୍ବର ୯

ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫି(୧୯ ବର୍ଷରୁ କମ): ଅକ୍ଟୋବର ୨୫ରୁ ନଭେମ୍ବର ୬

ସୟଦ ମୁସ୍ତାକ ଅଲୀ ଟି୨୦ ଟ୍ରଫି: ଅକ୍ଟୋବର ୨୭ରୁ ନଭେଣ୍ବର ୨୨

ସିନିୟର ମହିଳା ଦିନିକିଆ: ଅକ୍ଟୋବର ୨୦ରୁ ନଭେମ୍ବର ୨୦

ପୁରୁଷ ଷ୍ଟେଟ୍‌ ଏ ଦିନିକିଆ: ନଭେମ୍ବର ୯ରୁ ଡିସେମ୍ବର ୧୦

ବିଜୟ ହଜାରେ ଟ୍ରଫି(ପୁରୁଷ ଦିନିକିଆ): ଡିସେମ୍ବର ୧ରୁ ଡିସେମ୍ବର ୨୯

ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି: ନଭେମ୍ବର ୨୬ରୁ ଡିସେମ୍ବର ୮

ରଣଜୀ ଟ୍ରଫି: ଜାନୁଆରୀ ୫ରୁ ମାର୍ଚ୍ଚ ୨୦

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.