ETV Bharat / sports

IPL 2022 2nd Qualifier: ଟସ୍‌ ଜିତିଲେ ସାମସନ, ପ୍ରଥମେ ବ୍ୟାଟିଂ କରିବ RCB - IPL 2022ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌

IPL 2022ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ । ଅଧିକ ପଢନ୍ତୁ

IPL 2022 2nd Qualifier: ଟସ୍‌ ଜିତିଲେ ସାମସନ୍‌, ପ୍ରଥମେ ବ୍ୟାଟିଂ କରିବ RCB

author img

By

Published : May 27, 2022, 7:09 PM IST

Updated : May 27, 2022, 7:18 PM IST

ଅହମ୍ମଦାବାଦ: IPL 2022ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ । ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ଗୁଜରାଟ ଟାଇଟନ୍ସ ସହ ଫାଇନାଲ ମୁକାବିଲା ଖେଳିବ । ଆଜିର ମ୍ୟାଚ୍‌ ପାଇଁ ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଟସ୍‌ ହାରିବା ପରେ ଡୁ ପ୍ଲେସିସ୍‌ କହିଛନ୍ତି ଯେ, RCB ପ୍ରଥମେ ବ୍ୟାଟିଂ କରିବାକୁ ହିଁ ଚାହୁଥିଲା । ଗତ ମ୍ୟାଚ୍‌ର ମୋମେଣ୍ଟମ ନେଇ ଦଳ ଆଜି ପଡ଼ିଆକୁ ଓହ୍ଲାଇଛି । ସେପଟେ ରାଜସ୍ତାନ ଦଳ ମଧ୍ୟ ସକରାତ୍ମକ ରହିଥିବା ନେଇ ଅଧିନାୟକ ସଞ୍ଜୁ ସାମସନ୍‌ କହିଛନ୍ତି ।

ଚୂଡ଼ାନ୍ତ ଏକାଦଶ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହୀପାଲ ଲୋମର, ଦୀନେଶ କାର୍ତ୍ତିକ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, ଜଶ ହେଜେଲଉଡ, ମହମ୍ମଦ ସିରାଜ ।

ରାଜସ୍ଥାନ ରୟାଲ୍ସ

ଯଶସ୍ବୀ ଜୟସ୍ବାଲ, ଜସ୍ ବଟଲର୍, ସଞ୍ଜୁ ସାମସନ୍(ଅଧିନାୟକ), ଦେବଦତ୍ତ ପାଦିକ୍କଲ୍, ସିମ୍ରନ୍ ହେଟମେୟର, ରିଆନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ଓବେଡ ମ୍ୟାକ୍‌କୋଇ, ୟୁଜିଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2022, 7:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.