ETV Bharat / sports

ଓଡ଼ିଆ କୋଚ୍‌ଙ୍କ କାର୍ଯ୍ୟକାଳରେ ସଫଳ ହେବ ଟିମ ଓଡିଶା: ଓସିଏ ସିଇଓ

author img

By

Published : Jul 30, 2022, 6:40 PM IST

ଓଡିଶା କ୍ରିକେଟ ଆସୋସିଏସନ(OCA)କୁ ମଜବୁତ କରିବେ ଓଡ଼ିଆ କୋଚ୍ । ଜାଫରଙ୍କ ସ୍ଥାନରେ ଆର ଶ୍ରୀକାନ୍ତଙ୍କୁ ଓସିଏ ମୁଖ୍ୟ କୋଚ୍ ନିଯୁକ୍ତ କରିଛି । ଅଧିକ ପଢନ୍ତୁ

ଜାଫରଙ୍କ ପରେ ଓଡ଼ିଆ କୋଚ୍ ହିଁ ଓସିଏକୁ ଦେବେ ସଫଳତା: ଓସିଏ ସିଇଓ

କଟକ: ଓଡିଶା କ୍ରିକେଟ ଆସୋସିଏସନ(OCA)କୁ ମଜବୁତ କରିବେ ଓଡ଼ିଆ କୋଚ୍ । ଜାଫରଙ୍କ ସ୍ଥାନରେ ଆର ଶ୍ରୀକାନ୍ତଙ୍କୁ ଓସିଏ ମୁଖ୍ୟ କୋଚ୍ ହିସାବରେ ଦାୟିତ୍ୱ ଦେଇଛି । ଏବେ ଓଡ଼ିଆ କୋଚ୍ ଆଗାମୀ ସିଜିନରେ ଓଡିଶା ଟିମକୁ ସଫଳ କରାଇବେ ବୋଲି ଆଶା ରଖିଛି ସଂଘ । ଆର୍‌ ଶ୍ରୀକାନ୍ତ ଓଡିଶା ଟିମକୁ ସଫଳତା ଦେବା ଦିଗରେ ଗୁରୁ ଦାୟିତ୍ବ ତୁଲାଇବେ ବୋଲି OCA ସିଇଓ ସୁବ୍ରତ ବେହେରା କହିଛନ୍ତି ।

ସେ କହିଛନ୍ତି ଯେ, "ପୂର୍ବରୁ ଅନେକ ଅନ୍ତରାଷ୍ଟ୍ରୀୟ କୋଚ୍ ଓସିଏକୁ ଆସିଛନ୍ତି । ମାତ୍ର ସେହି ସମୟସୀମା ମଧ୍ୟରେ ଟିମ ଓଡିଶାକୁ ଆଖିଦୃଶିଆ ସଫଳତା ମିଳିପାରିନି । ବର୍ତ୍ତମାନ ସମୟରେ ଓଡ଼ିଆ କୋଚ୍‌ଙ୍କୁ ନେଇ ଅଧିକ ଫୋକସ କରାଯାଉଛି । କାରଣ ୱାସିମ ଜାଫରଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ସେ ପଦରୁ ଇସ୍ତଫା ଦେଇଛନ୍ତି । ତଥାପି ଏହାକୁ ନେଇ ଓଡିଶା କ୍ରିକେଟ ସଙ୍ଘ କୌଣସି ଦୁଃଖ ପ୍ରକାଶ କରିନାହିଁ । କାରଣ ଆର ଶ୍ରୀକାନ୍ତ ବିସିସିଆଇର ଲେଭେଲ 3 କୋଚ୍ ରହିଥିବାରୁ ତାଙ୍କୁ ମୁଖ୍ୟ କୋଚ୍ ହିସାବରେ ଚୟନ କରିଛି ଓଡିଶା କ୍ରିକେଟ ସଙ୍ଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.