ହାଇଦ୍ରାବାଦ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ ଲେନିଙ୍ଗ ବିଶ୍ବର ସର୍ବଶ୍ରେଷ୍ଠ ଟି-20 ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି । ଆଜି ମଙ୍ଗଳବାର ଜାରି କରାଯାଇଥିବା ଆଇସିସି ଟି-20 ବ୍ୟାଟର ମାନ୍ୟତାରେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନକୁ ଖସିଛନ୍ତି ରହିଛନ୍ତି ଅଷ୍ଟ୍ରେଲିଆର ବେଥ ମୁନି । ମେଗ ଲେନିଙ୍ଗ ପାକିସ୍ତାନ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ ଜାରି ରଖି ଆଇସିସି ଟି-20 ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
-
🔹 A new No.1 batter
— ICC (@ICC) July 26, 2022 " class="align-text-top noRightClick twitterSection" data="
🔹 Khaka rises up
🔹 Big gain for Gardner
Plenty of movement in the latest @MRFWorldwide ICC Women's T20I Player Rankings 📈
">🔹 A new No.1 batter
— ICC (@ICC) July 26, 2022
🔹 Khaka rises up
🔹 Big gain for Gardner
Plenty of movement in the latest @MRFWorldwide ICC Women's T20I Player Rankings 📈🔹 A new No.1 batter
— ICC (@ICC) July 26, 2022
🔹 Khaka rises up
🔹 Big gain for Gardner
Plenty of movement in the latest @MRFWorldwide ICC Women's T20I Player Rankings 📈
ସେହିପରି ଭାରତୀୟ ମହିଳା କ୍ରିକେଟର ସ୍ମିୃତି ମାନ୍ଧାନା ଆଇସିସି ଟି-20 ବ୍ୟାଟର ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଶେଫାଳି ବର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି ।