ETV Bharat / sports

IPL Media Rights: ୪୮ ହଜାର ୩୯୦ କୋଟିରେ ବିକ୍ରିହେଲା TV ଓ Digital ପ୍ରସାରଣ ଅଧିକାର - IPLର ମିଡିଆ ରାଇଟ୍ସ ବିକ୍ରି

ପୁଣି ଥରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୪୧୦ଟି IPL ମ୍ୟାଚ୍‌ର ପ୍ରସାରଣ ଅଧିକାର ହାସଲ କଲା ଷ୍ଟାର ଇଣ୍ଡିଆ( Star India) । ଅଧିକ ପଢ଼ନ୍ତୁ

IPL Media Rights: ୪୮ ହଜାର ୩୯୦ କୋଟିରେ ବିକ୍ରିହେଲା TV ଓ Digital ପ୍ରସାରଣ ଅଧିକାର

author img

By

Published : Jun 14, 2022, 7:41 PM IST

ହାଇଦ୍ରାବାଦ: ପୁଣି ଥରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୪୧୦ଟି IPL ମ୍ୟାଚ୍‌ର ପ୍ରସାରଣ ଅଧିକାର ହାସଲ କଲା ଷ୍ଟାର ଇଣ୍ଡିଆ( Star India) । ସେହିଭଳି ଭାୟାକମ୍‌୧୮(viacom୧୮) ଓ ଟାଇମ୍ସଇଣ୍ଟରନେଟ(Times Internet) ଡିଜିଟାଲ୍‌ ମିଡିଆ ରାଇଟ୍ସ ହାସଲ କରିଛି । ଏହାକୁ ନେଇ ବିସିସିଆଇ ସଚିବ ଜୟ ଶାହ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

  • I congratulate Viacome18 for winning Aus, SA, UK,
    Times have got MENA & US, who win the Rest of the World Rights. The IPL is as popular outside India as it is here and
    the viewers will be able to enjoy top-class cricket.

    — Jay Shah (@JayShah) June 14, 2022 " class="align-text-top noRightClick twitterSection" data=" ">

ଷ୍ଟାର ଇଣ୍ଡିଆ ନେଟୱାର୍କର ଆଇପିଏଲ ମ୍ୟାଚ୍‌ ପ୍ରସାରଣର ଅବଧି ଶେଷ ହୋଇଥିବା ଯୋଗୁଁ, ଆଗାମୀ ସିଜିନରେ କେଉଁ ସଂସ୍ଥା ମ୍ୟାଚ୍‌ ପ୍ରସାରଣର ଅଧିକାର ହାତେଇବ ଚର୍ଚ୍ଚା ଲାଗି ରହିଥିଲା । ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଷ୍ଟାର ଇଣ୍ଡିଆ ମ୍ୟାଚ୍‌ ପ୍ରସାରଣ ପାଇଁ ୨୩ ୫୭୫ କୋଟି ଟଙ୍କାରେ ମିଡିଆ ରାଇଟ୍ସ ହାସଲ କରିଛି । ସେହିଭଳି ଭାୟାକମ୍‌୧୮(viacom୧୮) ୨୩୭୫୮ କୋଟି ଟଙ୍କାରେ ଭାରତରେ ମ୍ୟାଚ୍‌ ପ୍ରସାରଣ ପାଇଁ ଡିଜିଟାଲ ରାଇଟ୍ସ ହାସଲ କରିଛି ।

ଆଇପିଏଲର ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ଆଇପିଏଲ୍ ବର୍ତ୍ତମାନ ବିଶ୍ବର ଦ୍ବିତୀୟ ସର୍ବାଧିକ ବିତ୍ତଶାଳୀ କ୍ରୀଡ଼ା ଲିଗ୍ ହୋଇଛି । ଦକ୍ଷିଣ ଆଫ୍ରିକା, UK, ଅଷ୍ଟ୍ରେଲିଆ ଓ USAରେ ମ୍ୟାଚ୍‌ ପ୍ରସାରଣ ପାଇଁ ଟାଇମ୍ସଇଣ୍ଟରନେଟ(Times Internet) ଡିଜିଟାଲ୍‌ ମିଡିଆ ରାଇଟ୍ସ ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.