ETV Bharat / sports

ଜାଣନ୍ତୁ କେମିତି ରହିଛି ଆପଣଙ୍କ ପସନ୍ଦର IPL ଟିମ୍‌, ହାର୍ଦ୍ଦିକକୁ ଛାଡ଼ି ସବୁଠାରୁ ଧନୀ ଗୁଜରାଟ - ଆଇପିଏଲ୍‌ ୨୦୨୪

ଆଇପିଏଲ୍‌ ୨୦୨୪ ପାଇଁ ବଡ଼ ଅଦଳ ବଦଳ ସହ ବଦଳିଯାଇଛି ଏକାଧିକ ଟିମ୍‌ର ପର୍ସ ପରିମାଣ । ଡିସେମ୍ବର ୧୯ରେ ଆଇପିଏଲ୍‌ ମିନି ଅକ୍ସନ ହେବାକୁ ଥିବାବେଳେ ନଜର ପକାନ୍ତୁ କେଉଁ ଦଳ ପାଖରେ କେଉଁ ଖେଳାଳି ଓ କେତେ ଟଙ୍କା ରହିଛି । ଅଧିକ ପଢ଼ନ୍ତୁ

ଜାଣନ୍ତୁ କେମିତି ରହିଛି ଆପଣଙ୍କ ପସନ୍ଦର IPL ଟିମ୍‌

author img

By ETV Bharat Odisha Team

Published : Nov 27, 2023, 10:08 PM IST

ହାଇଦ୍ରାବାଦ: ଦେଶରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ଫିଭର । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନଭେମ୍ବର ୨୬ (ରବିବାର) ସମସ୍ତ ୧୦ ଦଳ ସେମାନଙ୍କ ରିଲିଜ୍‌ ଓ ରିଟେନ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ହେଲେ ଆଇପିଏଲ୍‌ ୨୦୨୪ ପାଇଁ ଟ୍ରେଡ୍‌ ୱିଣ୍ଡୋ ବନ୍ଦ ହେବାର ଶେଷ ସମୟରେ ଦୁଇଟି ବଡ଼ ମାଷ୍ଟର ଟ୍ରେଡ୍‌ ଦେଖିବାକୁ ମିଳିଥିଲା । ଯାହା ଫଳରେ ରିଟେନ୍‌ ଓ ରିଲିଜ୍‌ ଅଙ୍କରେ ମଧ୍ୟ କିଛି ଗୋଳମାଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡ଼ି ମୁମ୍ବାଇକୁ ଆସିବା ଏବଂ କ୍ୟାମେରନ ଗ୍ରୀନ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୧୭.୫ କୋଟି ଟଙ୍କାରେ ଆର୍‌ସିବିକୁ ଟ୍ରେଡ୍‌ ହେବା ପରେ ପ୍ରଶଂସକଙ୍କ ମନରେ ବିଭିନ୍ନ ଦ୍ବନ୍ଦ୍ବ ଉପୁଜିଛି । ତେବେ ନଜର ପକାନ୍ତୁ ଟ୍ରେଡ୍‌ ୱିଣ୍ଡୋ ବନ୍ଦ ହେବା ପରେ କେଉଁ ଦଳରେ କେଉଁ ଖେଳାଳି ଅଛନ୍ତି ଓ କାହା ପର୍ସର ପରିମାଣ କେତେ ଅଛି ।

ଗୁଜରାଟ ଟାଇଟନ୍ସ (୩୮.୧୫ କୋଟି ବଳକା): ଶୁଭମନ ଗିଲ, କେନ ୱିଲିୟମସନ, ଡେଭିଡ ମିଲର, ମହମ୍ମଦ ଶାମି, ସାଇ ସୁଦର୍ଶନ, ଜୋଶୁଆ ଲିଟଲ, ମାଥ୍ୟୁ ୱେଡ, ମୋହିତ ଶର୍ମା, ନୁର ଅହମ୍ମଦ, ସାଇ କିଶୋର, ରାହୁଲ ତେୱାତିଆ, ରଶିଦ ଖାନ, ବିଜୟ ଶଙ୍କର, ରିଦ୍ଧିମାନ ଶାହ, ଅଭିନବ ଏସ, ଜୟନ୍ତ ଯାଦବ, ଦର୍ଶନ ନଲକାଣ୍ଡେ

ଏହା ମଧ୍ୟ ପଢ଼ନ୍ତୁ...ହାର୍ଦ୍ଦିକଙ୍କ ବିକଳ୍ପ ଶୁଭମନ: ଆଇପିଏଲ୍‌ ୨୦୨୪ରେ ଗୁଜୁରାଟର ନେତୃତ୍ବ ନେବେ ଗିଲ୍‌

ସନ୍‌ ରାଇଜର୍ସ ହାଇଦ୍ରାବାଦ (୩୪ କୋଟି ବଳକା): ଶାହବାଜ ଅହମଦ (ଟ୍ରେଡ), ଭୁବନେଶ୍ବର କୁମାର, ଏଡେନ ମାର୍କ୍ରମ, ହେନରିଚ୍‌ କ୍ଲାସେନ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅବଦୁଲ ସମଦ, ଅଭିଷେକ ଶର୍ମା, ଗ୍ଲେନ ଫିଲିପ୍ସ, ମାର୍କୋ ଜାନ୍‌ସେନ୍‌, ଫଜଲହକ ଫାରୁକି, ଉମ୍ରାନ ମଲିକ, ଟି ନଟରାଜନ, ୱାଶିଂଟନ ସୁନ୍ଦର, ମୟଙ୍କ ମାର୍କଣ୍ଡେ, ଅନମୋଲପ୍ରୀତ ସିଂହ, ଉପେନ୍ଦ୍ର ଯାଦବ, ନୀତୀଶ କୁମାର ରେଡ୍ଡୀ, ସନବୀର ସିଂହ

କୋଲକାତା ନାଇଟ୍‌ ରାଇଡର୍ସ (୩୨.୭ କୋଟି ବଳକା): ଶ୍ରେୟସ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର, ଜାସନ ରୟ, ନୀତିଶ ରାଣା, ରେହମାନୁଲ୍ଲା ଗୁରବାଜ, ଅଙ୍କୁଲ ରୟ, ସୂୟଶ ଶର୍ମା, ବୈଭବ ଅରୋରା, ହର୍ଶିତ ରାଣା

ଚେନ୍ନାଇ ସୁପର କିଙ୍ଗସ (୩୧.୪ କୋଟି ବଳକା): ଏମ୍‌ଏସ୍‌ ଧୋନୀ, ଋତୁରାଜ ଗାଏକ୍ୱାଡ୍‌, ରବୀନ୍ଦ୍ର ଜାଡେଜା, ଅଜିଙ୍କ୍ୟ ରାହାଣେ, ଡେଭନ କନୱେ, ମୋଇନ ଅଲୀ, ଶିବମ ଦୁବେ, ଦୀପକ ଚହର, ମହୀଶ ତିକ୍ଷାଣା, ମଥୀଶା ପଥିରାନା, ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ରାଜବର୍ଦ୍ଧନ ହଙ୍ଗାରେକର, ନିଶାନ୍ତ ସାନ୍ଧୁ, ସିମରଜୀତ ସିଂହ, ପ୍ରଶାନ୍ତ ସୋଲାଙ୍କୀ, ଶେଖ ରଶୀଦ, ଅଜୟ ମଣ୍ଡଳ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆ ପୁଅଙ୍କୁ ଭରସା କଲେନି ଧୋନୀ, ଶୁଭ୍ରାଂଶୁଙ୍କୁ ରିଲିଜ୍‌ କଲା CSK

ପଞ୍ଜାବ କିଙ୍ଗସ (୨୯.୧ କୋଟି ବଳକା): ଶିଖର ଧାୱନ, ସାମ କରନ, ଅର୍ଶଦୀପ ସିଂହ, ଜନି ବେୟାରଷ୍ଟୋ, ଲିଆମ ଲିଭଙ୍ଗଷ୍ଟୋନ, କାଗିସୋ ରବାଡା, ନାଥନ ଏଲିସ, ପ୍ରଭସିମ୍ରନ ସିଂହ, ରାହୁଲ ଚହର, ହରପ୍ରୀତ ବ୍ରାର୍‌, ଅର୍ଥବ ଟାଇଡେ, ଋଷି ଧାୱନ, ସିକନ୍ଦର ରାଜା, ଜିତେଶ ଶର୍ମା, ହରପ୍ରୀତ ଭାଟିଆ, ଶିବମ ସିଂହ, ବିଦୱାଥ କାଭେରପ୍ପା

ଦିଲ୍ଲୀ କ୍ୟାପିଟାଲ୍ସ (୨୮.୯୫ କୋଟି ବଳକା): ଋଷଭ ପନ୍ତ, ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', କୁଲଦୀପ ଯାଦବ, ଅଭିଷେକ ପୋରେଲ, ଅନରିଚ୍‌ ନୋର୍ଖିୟା, ଅକ୍ଷର ପଟେଲ, ଈଶାନ୍ତ ଶର୍ମା, ଲଳିତ ଯାଦବ, ଲୁଙ୍ଗି ଏନ୍‌ଗିଡି, ମିଚେଲ ମାର୍ଶ, ମୁକେଶ କୁମାର, ପ୍ରବୀଣ ଦୁବେ, ଖଲୀଲ ଅହମ୍ମଦ, ୟଶ ଧୁଲ, ବିକି ଓସ୍ତୱାଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (୨୩.୨୫ କୋଟି ବଳକା): କାମେରନ ଗ୍ରୀନ(ଟ୍ରେଡ), ମୟଙ୍କ ଡାଗର(ଟ୍ରେଡ), ବିରାଟ କୋହଲି, ଫାଫ ଡୁପ୍ଲେସିସ, ଗ୍ଲେନ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସିରାଜ, ରଜତ ପାଟିଦାର, ରିସି ଟପଲି, ୱିଲ ଜ୍ୟାକ୍ସ, ସୂୟଶ ପ୍ରଭୁଦେଶାଇ, କରନ ଶର୍ମା, ଆକାଶ ଦୀପ, ଅନୁଜ ରାୱତ, ମହିପାଲ ଲୋମରୋର, ବୈଶ୍ୟକ ବିଜୟ କୁମାର, ହିଂମାଶୁ ଶର୍ମା, ମନୋଜ ଭାଣ୍ଡାଗେ, ରଞ୍ଜନ କୁମାର

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା, ଏକ୍ସରେ କଲେ ଭାବପୂର୍ଣ୍ଣ ପୋଷ୍ଟ

ମୁମ୍ବାଇ ଇଣ୍ଡିଆନ୍ସ (୧୭.୭୫ କୋଟି ବଳକା): ହାର୍ଦ୍ଦିକ ପାଣ୍ଡ୍ୟା(ଟ୍ରେଡ), ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ, ଯଶପ୍ରୀତ ବୁମ୍‌ରା, ଈଶାନ କିଷାନ, ଟିମ ଡେଭିଡ, ଜାସନ ବେରେନ୍‌ଡ୍ରଫ, ନେହାଲ ୱାଧେରା, ତିଲକ ବର୍ମା, ପୀୟୁଷ ଚାୱଲା, ଡେୱାଲ୍ଡ ବ୍ରେଭିସ, ଆକାଶ ମାଧୱାଲ, ଅର୍ଜୁନ ତେନ୍ଦୁଲକର, ରୋମାରିଓ ଶେର୍ଫଡ, ସାମ୍ସ ମୁଲାନି, ବିଷ୍ଣୁ ବିନୋଦ, କୁମାର କାର୍ତ୍ତିକେୟ ସିଂହ

ରାଜସ୍ଥାନ ରୟାଲ୍ସ (୧୪.୫ କୋଟି ବଳକା): ଅଭେଶ ଖାନ(ଟ୍ରେଡ), ସଞ୍ଜୁ ସାମସନ, ଯଶସ୍ବୀ ଜୈସ୍ବାଲ, ରବି ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଜୋଶ ବଟଲର, ଟ୍ରେଣ୍ଟ ବୋଲ୍ଟ, ସିମ୍ରନ ହେଟମାୟର ନବଦୀପ ସୈନି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଶର୍ମା, ଧ୍ରୁବ ଜୁରେଲ, ରିୟାନ ପରାଗ, କୁଲଦୀପ ସେନ, ଡୋନୋଭାନ ଫେରେଇରା, କୁନାଲ ରାଠୋର

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ ଖେଳାଳି ଅଦଳ ବଦଳ; ରୟାଲ୍ସ ପକ୍ଷରୁ ଖେଳିବ ଅଭେଶ, ଲକ୍ଷ୍ନୌ ଯିବେ ପାଡିକଲ

ଲକ୍ଷ୍ନୌ ସୁପର ଜାଏଣ୍ଟସ (୧୩.୧୫ କୋଟି ବଳକା): ଦେବଦତ୍ତ ପାଡିକଲ(ଟ୍ରେଡ), କେଏଲ୍‌ ରାହୁଲ, ମାର୍କସ ଷ୍ଟୋଇନିସ୍‌, କାୟଲ ମେୟର୍ସ, ନିକୋଲସ ପୁରନ, କ୍ବିଣ୍ଟନ ଡି'କକ୍‌, ରବି ବିଷ୍ଣୋଇ, ମାର୍କ ଉଡ୍‌, ଦୀପକ ହୁଡ୍ଡା, କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନବୀନ ଉଲ ହକ, ଆୟୁଷ ବାଦୋନି, କେ ଗୌତମ, ପ୍ରେରକ ମଙ୍କଡ, ୟଶ ଠାକୁର, ମୟଙ୍କ ଯାଦବ, ମୋହଶିନ ଖାନ, ଯୁଦ୍ଧବୀର ସିଂହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.