ETV Bharat / sports

IPL2022: ଲକ୍ଷ୍ନୌ ବିପକ୍ଷରେ ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି - ଆଇପିଏଲ 2022

ଚଳିତ IPL2022 ର 57 ତମ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଗୁଜୁରାଟର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

IPL2022: ଲକ୍ଷ୍ନୌ ବିପକ୍ଷରେ ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି

author img

By

Published : May 10, 2022, 7:25 PM IST

Updated : May 10, 2022, 7:53 PM IST

ମୁମ୍ବାଇ: ଚଳିତ IPL2022 ର 57 ତମ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ଚଳିତ IPL ରେ ସ୍ଥାନ ପାଇଥିବା ଦୁଇ ନୂଆ ଟିମ ପଏଣ୍ଟ ଟେବୁଲର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଫଳରେ ଉଭୟ ଟିମ୍ ଆଜିର ମ୍ୟାଚ ଜିତି ପ୍ଲେ ଅଫ୍ ସ୍ଥାନ ପକ୍କା ଉଦ୍ଦେଶ୍ୟରେ ମୈଦାନକୁ ଓହ୍ଲାଇବ ।

ଚୂଡାନ୍ତ ଏକାଦଶ:-

LSG: କ୍ବିଣ୍ଟନ ଡି'କକ(ୱିକେଟ କିପର), କେ.ଏଲ ରାହୁଲ(କ୍ୟାପ୍ଟେନ), ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ଆୟୁସ ବଦୋନି, ମାର୍କୋସ ଷ୍ଟୋନିସ, ଜୋସେନ ହୋଲ୍ଡର, କରନ ଶର୍ମା, ଦୁଷ୍ମନ୍ତ ଚାମିରା, ଅଭେଶ ଖାନ, ମୋହସିନ ଖାନ

GT: ରିଦ୍ଧିମାନ ଶାହା(ୱିକେଟ କିପର), ଶୁବମନ ଗିଲ, ମ୍ୟାଥୁ ୱାଦେ, ହାର୍ଦ୍ଧିକ ପାଣ୍ଡ୍ୟା(କ୍ୟାପ୍ଟେନ), ଡେବିଡ ମିଲେର, ରାହୁଲ ତେୱାତିଆ, ରଶିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ଅଲଜାରି ଜୋସେଫ, ୟଶ ଦୟାଲ, ମହମ୍ମଦ ଶାମି

Last Updated : May 10, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.