ETV Bharat / sports

IPL 2022: ଟସ୍‌ ଜିତିଲେ ଭୁବନେଶ୍ବର, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ ଭୁବନେଶ୍ବର କୁମାର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 22, 2022, 7:24 PM IST

Updated : May 22, 2022, 7:36 PM IST

IPL 2022 Sunrisers Hyderabad opt to bat against punjab kings
IPL 2022: ଟସ୍‌ ଜିତିଲେ ଭୁବନେଶ୍ବର, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ହାଇଦ୍ରାବାଦ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ପଞ୍ଜାବ କିଙ୍ଗ୍ସ (SRH)ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ ଭୁବନେଶ୍ବର କୁମାର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଉଭୟ ଟିମ ପ୍ଲେ-ଅଫ୍‌ ରେସ୍‌ରୁ ବାଦ୍‌ ପଡିସାରିଛନ୍ତି । ଫଳରେ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।

ସନରାଇଜର୍ସ ହାଇଦ୍ରାବାଦ: ଅଭିଶେକ ଶର୍ମା, ପ୍ରିୟମ ଗର୍ଗ, ରାହୁଲ ତ୍ରିପାଠୀ, ଆଡନ ମାର୍କ୍ରମ, ନିକୋଲସ ପୋରନ(ୱିକେଟ କିପର), ରୋମାରିଓ ସେଫର୍ଡ, ୱାଶିଂଟନ ସୁନ୍ଦର, ଜଗଦୀଶା ସୁଚୀତ, ଭୁବନେଶ୍ବର କୁମାର(କ୍ୟାପଟେନ), ଫଜାଲହକ୍‌ ଫାରୋକି, ଉରମାନ ମଲିକ ।

ପଞ୍ଜାବ କିଙ୍ଗ୍ସ: ଜନ୍ନି ବେୟାରଷ୍ଟୋ, ଶିଖର ଧାୱନ, ଲିଆମ ଲିଭିଷ୍ଟୋନ, ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍‌), ଶାାହାରୁଖ ଖାନ, ଜିତେଶ ଶର୍ମା(ୱିକେଟ କିପର), ପ୍ରେରକ ମଙ୍କଡ, ହରପ୍ରୀତ ବ୍ରାର, ନାଥନ ଇଲିସ, କାଗିସୋ ରବାଡା, ଅର୍ଶଦୀପ ସିଂ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 22, 2022, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.