ETV Bharat / sports

IPL 2022: ଟସ୍‌ ଜିତିଲା KKR, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Apr 1, 2022, 7:13 PM IST

Updated : Apr 1, 2022, 7:36 PM IST

ଟସ୍‌ ଜିତି KKR କ୍ୟାପଟେନ୍‌ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଓ ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

IPL 2022: Kolkata Knight Riders won the toss chose to bowl against Punjab Kings
IPL 2022: ଟସ୍‌ ଜିତିଲା KKR, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଅଷ୍ଟମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ରହିଛି । ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍‌ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି KKR କ୍ୟାପଟେନ୍‌ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଓ ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୁଡାନ୍ତ ଏକାଦଶ:

କୋଲକାତା ନାଇଟ ରାଇଡର୍ସ: ଅଜିଙ୍କ୍ୟ ରାହାଣେ, ଭେଙ୍କଟସ ଆୟର, ନୀତିଶ ରାଣା, ଶ୍ରେୟସ ଆୟର(କ୍ୟାପଟେନ୍‌), ସାମ ବିଲିଙ୍ଗ୍ସ(ୱିକେଟ କିପର), ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଟିମ ସାଉଦୀ, ଉମେଶ ଯାଦବ, ଶିବମ ମାବି, ବରୁଣ ଚକ୍ରବର୍ତ୍ତି ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍‌), ଶିଖର ଧାୱନ, ଲିଆମ ଲିଭିଷ୍ଟୋନ, ଭାନୁକା ରାଜପାକସା(ୱିକେଟ କିପର), ଓଡିନ ସ୍ମିଥ୍‌, ଶାହାରୁଖ ଖାନ, ହରପ୍ରିତ ବ୍ରାର, ରାଜ ବୱା, କାଗିସୋ ରବାଡା, ଅର୍ଶଦୀପ ସିଂହ, ରାହୁଲ ଚହର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2022, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.