ETV Bharat / sports

IPL 2022: ଟସ୍‌ ଜିତିଲା ଗୁଜୁରାଟ ଟାଇଟନ୍ସ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ - ଆଇପିଏଲ ୨୦୨୨ ମ୍ୟାଚ୍‌ ଅପଡେଟ୍‌ସ

ଟସ୍‌ ଜିତି ଗୁଜୁରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୟଙ୍କ ଅଗ୍ରୱାଲଙ୍କ ନେତୃତାଧୀନ ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ

IPL 2022: Gujurat Titans won the toss elect bowl first against punjab kings
IPL 2022: ଟସ୍‌ ଜିତିଲା ଗୁଜୁରାଟ ଟାଇଟନ୍ସ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Apr 8, 2022, 7:12 PM IST

Updated : Apr 8, 2022, 7:19 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ୧୬ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଗୁଜୁରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରିବେ ଜନ୍ନି ବେୟାରଷ୍ଟୋ । ଅନ୍ୟପଟେ ଗୁଜୁରାଟ କ୍ୟାମ୍ପ୍‌ରୁ ମଧ୍ୟ ଦୁଇଜଣ ଖେଳାଳି ସାଇ ସୁଦର୍ଶନ ଓ ଦର୍ଶନ ନାଲକଣ୍ଡେ ଡେବ୍ୟୁ କରୁଛନ୍ତି ।

ଚୁଡାନ୍ତ ଏକାଦଶ:

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍‌), ଶିଖର ଧାୱନ, ଲିଆମ ଲିଭିଂଷ୍ଟୋନ, ଜନ୍ନି ବେୟାରଷ୍ଟୋ(ୱିକେଟ କିପର), ଜିତେଶ ଶର୍ମା, ଶାହାରୁଖ ଖାନ, ଓଡିନ ସ୍ମିଥ୍‌, କାଗିସୋ ରବାଡା, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂ ।

ଗୁଜରାଟ ଟାଇଟନ୍ସ: ମାଥ୍ୟୁ ୱେଡ୍‌(ୱିକେଟ କିପର), ଶୁଭମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ଡେଭିଡ ମିଲର, ରାହୁଲ ତେୱାତିଆ, ଅଭିନବ ମନୋହର, ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମି, ଦର୍ଶନ ନିଲକଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2022, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.