ETV Bharat / sports

IPL 2022: ଗୁଜୁରାଟର ହ୍ୟାଟ୍ରିକ ବିଜୟ, ୬ ୱିକେଟରେ ହାରିଲା ପଞ୍ଜାବ - ଗୁଜୁରାଟକୁ ହରାଇଲା ପଞ୍ଜାବ

ଆଇପିଏଲର ୧୬ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ବିକେଟରେ ହରାଇ ଚଳିତ ଆଇପିଏଲର ତୃତୀୟ ବିଜୟ ହାସଲ କଲା ଗୁଜୁରାଟ ଟିମ୍ । ଅଧିକ ପଢନ୍ତୁ

IPL 2022:ଗୁଜୁରାଟର ହ୍ୟାଟ୍ରିକ ବିଜୟ , ୬ଓ୍ବିକେଟରେ ହାରିଲା ପଞ୍ଜାବ

author img

By

Published : Apr 9, 2022, 8:33 AM IST

ମୁମ୍ବାଇ: ଚଳିତ IPLରେ ଗୁଜୁରାଟ ଟାଇଟନ୍ସର ଦମଦାର ପ୍ରଦର୍ଶନ । ଆଇପିଏଲର ୧୬ତମ ମ୍ୟାଚ୍‌ରେ ହ୍ୟାଟ୍ରିକ ବିଜୟ ହାସଲ କଲା ଗୁଜୁରାଟ ଟିମ୍ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ବିକେଟରେ ହରାଇ ଚଳିତ ଆଇପିଏଲର ତୃତୀୟ ବିଜୟ ହାସଲ କରିଛି ଦଳ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଗୁଜୁରାଟକୁ ୧୯୦ ରନର ଟାର୍ଗେଟ ଦେଇଥିଲା । ଫଳରେ ଗୁଜୁରାଟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୦ରେ ବିଜୟୀ ହୋଇଥିଲା । ପଞ୍ଜାବର ବୋଲର ଓଡିଅନ ସ୍ମିଥଙ୍କ ଶେଷ ୨ବଲରେ ଛକା ମାରି ରାହୁଲ ମ୍ୟାଚ ଛଡାଇ ଆଣିଥିଲେ ।

ଗୁଜୁରାଟ ଦଳ ପକ୍ଷରୁ ସର୍ବାଧିକ ଶୁବମନଗିଲ ୫୯ ବଲରେ ସର୍ବାଧିକ ୯୬ ରନ କରି ଶତକରୁ ବଞ୍ଚିତ ରହିଥିବା ବେଳେ ସାଇ ସୁଦରର୍ଶନ ୩୦ ବଲରେ ୩୫ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୨୭ ରନ କରି ଦଳକୁ ବିଜୟୀ କରିଥିଲେ । ଗତକାଲି ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.