ETV Bharat / sports

IPL-2021: ବିଜୟ ସହ ପ୍ଲେ-ଅଫ୍ ପକ୍କା କଲା CSK

author img

By

Published : Oct 1, 2021, 6:59 AM IST

ହାଇଦ୍ରାବାଦକୁ 6 ୱିକେଟରେ ପରାସ୍ତ କରିବା ସହ ପ୍ଲେ-ଅଫ୍ ସ୍ଥାନ ପକ୍କା କଲା ଚେନ୍ନାଇ ସୁପର୍ କିଙ୍ଗସ୍ । ଅଧିକ ପଢନ୍ତୁ...

chennai-super-kings-beat-sunrisers-by-6-wickets-qualify-for-playoffs

ଦୁବାଇ: ବିଜୟ ସହ ପ୍ଲେ-ଅଫ୍ ସ୍ଥାନ ପକ୍କା କଲା ଚେନ୍ନାଇ ସୁପର୍ କିଙ୍ଗସ୍ । ଗତକାଲି(ଗୁରୁବାର) ସାରଜାରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ 6 ୱିକେଟରେ ପରାସ୍ତ କରିଛି ଧୋନି ବାହିନୀ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ 7 ୱିକେଟ୍ ହରାଇ 134 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସୁପର କିଙ୍ଗସ୍ 19 ଓଭର 4ଟି ବଲରେ 4 ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ମ୍ୟାଚରେ ଦମଦାର୍ ପ୍ରଦର୍ଶନ ପାଇଁ ଜୋସ୍ ହାଜେଲଉଡଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।

11ଟି ମ୍ୟାଚରୁ 9 ବିଜୟ ଲାଭ କରି ସୁପରକିଙ୍ଗସ୍ ମୋଟ୍ 18 ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ପ୍ରବେଶ କରିଛି । ତେବେ IPLରେ ସୁପର କିଙ୍ଗସ୍ 12ଟି ସଂସ୍କରଣ ମଧ୍ୟରୁ 11 ଥର ପ୍ଲେ-ଅଫ୍ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି । ତେବେ ଗତକାଲିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.